ଖଜୁରୀପଡା ତହସିଲଦାର ହେଲେ ହରଭଙ୍ଗା ବିଡ଼ିଓ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ବୌଦ୍ଧ ଜି ଲାର ହରଭଙ୍ଗା ବିଡ଼ିଓ ଭାବେ ବଦଳି ହୋଇଛି l ପୂର୍ବରୁ ଥିବା ହରଭଂଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର ଉପଜିଲାପାଳ ଭାବେ ପଦନ୍ନୋତି ପାଇ ଚାଲିଯିବାପରେ ଖାଲିପଡିଥିଲା.ବିଡ଼ିଓ ପଦବୀ l ଖଜୁରୀପଡା ହସିଲଦାରଭାବେ ସ୍ୱପ୍ନିତା ୨ ବର୍ଷ ରୁ ଉର୍ଦ୍ଧ ଦାଇତ୍ୱ ରେ ରହି ଅଂଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି […]