ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ ଘଟଣା: ଦୁଇ ଜଣ ବାରାହା ଶିକାରୀ ଗିରଫ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଏକ ଦନ୍ତା ହାତୀ ମୃତ୍ୟୁ ଘଟଣାର ତଦନ୍ତ କରି କରଡା ବନବିଭାଗ ରେଞ୍ଜ ଅଫିସର ବିରଞ୍ଚି ନାରାୟଣ ପଣ୍ଡା ୨ ଜଣ ବାରହା ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗଂଜାମ ସୋରଡ଼ା ଅଂଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗ୍ରାମର ବୁଲୁ ମଲିକ । ଏ ଦୁହେଁ ଡେଙ୍ଗାଖମନ ଜଙ୍ଗଲରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ହେଲେ […]