ରାଜ୍ୟ ସ୍ତରୀୟ ସରଗିଫୁଲ ପ୍ରତିଯୋଗିତା ରେ କନ୍ଧମାଳ ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ସଫଳତା

ଫୁଲବାଣୀ (ସୁନୀଲ ପଟନାୟକ )ଆଦିବାସୀ ମଙ୍ଗଳ ବିଭାଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ସରଗିଫୁଲ ରେ ଅନ୍ୟ ବର୍ଷ ଭଳି ଏ ବର୍ଷ ମଧ୍ୟ କନ୍ଧମାଳ ର ଆଦିବାସୀ ମଙ୍ଗଳ ବିଭାଗ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ହାସଲ କରି ଜିଲାପାଇଁଗୌରବ ଆଣିଦେଇଛନ୍ତି lବାଳକ ଭଲି ବଲରେ ଚମ୍ପିୟାନ ହୋଇଥିବାବେଳେ, ବାଳିକା ଭଲି ବଲ ପ୍ରତିଯୋଗିତା ରେ ମଧ୍ୟ ଚମ୍ପିୟାନ ହାସଲ କରିଛନ୍ତି କନ୍ଧମାଳ ବାଳିକା lସେହିପରି ଜୁନିଅର ଲେବେଲ ସୋଲ […]

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଚେସଖେଳକୁ ପ୍ରତ୍ସା ହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟ କ୍ରମ ଆଜି ମଙ୍ଗଳବାର ଉଦଘାଟିତ ହୋଇଛି lରାଜ୍ୟ ର ଜଣାଶୁଣା ଅଭିଜ୍ଞ କୋଚ ତାଲିମ ଦାତା ରାଜେନ୍ଦ୍ର କୁମାର ସାହୁ ତାଲିମ ପ୍ରଦାନ କରୁଛନ୍ତି lବିଶେଷ କରି ହାଇ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ପିଇ ଟି ମାନଂକୁ ତାଲିମ ପ୍ରଦାନ କରାଯାଉଛି […]

ପାଟଣା ସରସ୍ୱତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ

ପାଟଣା (ଉଲ୍ଲାପ୍ର )କେନ୍ଦୁଝର ଜିଲ୍ଲା ପାଟଣା ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଅରବିନ୍ଦ ଦାଶ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ଛାତ୍ରଛାତ୍ରୀ ମାନେଶୃଙ୍ଖଳା ର ସହିତ ଶିକ୍ଷାଲାଭ କଲେ […]

ବୈତରଣୀ ସିନ୍ଦୁର ଗୈାରୀ ନଦୀ ରୁ ଅଜଣା ଯୁବକ ମୁତ ଦେହ ଉଦ୍ଧାର

ପାଟଣା(ଉଲ୍ଲାପ୍ର )କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଏରେଣ୍ଡେଇ ସିନ୍ଦୁର ଗୈାରୀ ନଦୀ ରୁ ଏକ ଅଜଣା ଯୁବକ ମୁତ ଦେହ ଉଦ୍ଧାର କରାଯାଇଛି ସୂଚନା ମୁତାବକ ଏରେଣ୍ଡେ ଇ ଗ୍ରାମର ସ୍ଥାନୀୟ ଲୋକେ ଆଜି ସକାଳେ ମାଛଧରି ଯାଇଥିବା ବେଳେଗୋଟେ ବସ୍ତା ରେ ବନ୍ଧା ହୋଇଥିବା ଦେଖି ତୁରନ୍ତ ପାଟଣା ଅଗ୍ନିଶମ ବିଭାଗ ଓ ପାଟଣା ପୋଲିସ କୁ ତୁରନ୍ତ ଖବର ଦେଇଥିଲେ ତୁରନ୍ତ ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପାଟଣା ଥାନା ଅଧିକାରୀ […]

ସନାତନ ଧର୍ମ ସମ୍ମିଳନୀ ଉଦ୍‌ଯାପିତ

ଢେଙ୍କାନାଳ (ଉଲ୍ଲାପ୍ର )ଠାକୁର ଶ୍ରୀ ଶ୍ରୀ ଅଭିରାମ ପରହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀଙ୍କ ଦ୍ବାରା ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ପାଳିତ ହେଉଥିବା ତ୍ରିଦିବସୀୟ ୧୮ଶ ତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ୨୪ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଜଗତ୍‌ଗୁରୁ ଠାକୁର ଅଭିରାମ ପରମହଂସ ଦେବ ୩୧ତମ ଅବତାର ରୂପେ ଧରାଧାମରେ ଅବତରଣ କରି କଳିହଳ ମାନବର ମୋହ , ମାୟା , ଛନ୍ଦ , କପଟ , […]

ରଟିଙ୍ଗିଆ ପଞ୍ଚାୟତରେ ଆନ୍ତର୍ଜାତୀୟ ପ୍ରବାସୀ ଦିବସ ପାଳିତ

ଫୁଲବାଣୀ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ସେବା, ନାୱ , ଆଇନା ଓ ଅନ୍ତରଙ୍ଗ, କନ୍ଧମାଳ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ପ୍ରବାସୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିଷ୍ଣୁଦେବ ପ୍ରଧାନ ମୂଖ୍ୟ ଅତିଥି, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ମୁଖ୍ୟ ବକ୍ତା ଓ ଶ୍ରୀମତୀ ଡି. ସବନମ ଓ ସେବା ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ରିତାଞ୍ଜଳି ବଗର୍ତ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଦିନକୁ […]

ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମ ରେବିପୁଳ ଗଂଜେଇ ଗଛ ନଷ୍ଟ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଶି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ଟିକିରିପଡା, ଡମଣା ପଦର, ଓ ଟେକରିଗୁଡା ଆଦି ଗ୍ରାମ ନିକଟ ଜଙ୍ଗଲ ରେ ଚଢ଼ାଉ କରି ଶହେ ତେୟାଳସି ଏକର ବେଆଇନ ଗଂଜେଇ ଚାଷ ନଷ୍ଟ କରିଛନ୍ତି lଯାହାର ବଜାର ମୂଲ୍ୟ ପଚାଶ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି lଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱ […]

ମାଓବାଦୀଙ୍କ ବର୍ବର କାଣ୍ଡ ପୋଲିସ ଇନଫର ମର ସନ୍ଦେହ ରେ ଗୁଳି କରି ହତ୍ୟା

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କୋଟଗଡ଼ ରେ ମାଓବାଦୀ ଙ୍କ ଲାଲ ତାଣ୍ଡବ lପୋଲିସ ଇନଫର୍ମର ସନ୍ଦେହ ରେ ଜଣକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ l ମୃତ କ ଜଣକ କୋଟଗଡ଼ ଥାନା ବଣ୍ଡା ପିପିଲି ଅଂଚଳର ରମେଶ ନାୟକ ବୋଲି ଜଣାପଡିଛି lଗତକାଲି ବିଳମ୍ବିତ ରମେଶ ଙ୍କୁ ଘରୁ ଉଠାଇନେଇଥିଲେ ସଶସ୍ତ୍ର ମାଓବାଦୀ ଆଜି ନିକଟସ୍ତ ଜଙ୍ଗଲ ରେ ରମେଶ ଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା lରମେଶ […]

ସମଗ୍ର କନ୍ଧମାଳରେ ବୁଲୁଛି ନକଲି ୫୦୦ ଟଙ୍କିଆ ନୋଟ

କନ୍ଧମାଳ,:(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ କିଛି ଦିନ ହେଲା ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଗହଳି ପୂର୍ଣ୍ଣ ସ୍ଥାନରେ ବୁଲୁଛି ନକଲି ୫୦୦ ଟଙ୍କିଆ ନୋଟ। କିଛି ଦୁର୍ବୃତ୍ତ ବ୍ୟବସାୟୀ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ସେମାନଙ୍କ ଠାରୁ ସାମଗ୍ରୀ କିଣିବା ପରେ ସେମାନଙ୍କୁ କିଛି ଭଲ ନୋଟ ସହ ନକଲି ନୋଟ ମିଶାଇ ପ୍ରଦାନ କରୁଛନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ସଉଦା କିଣି ଜଣେ ଗ୍ରାହକ ୫୦୦ ଟଙ୍କିଆ ଜାଲି ନୋଟ […]

କନ୍ଧମାଳ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ଶିକ୍ଷକ ନିଲମ୍ବିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖାଯାଇଥିବା ଅଭାବନିୟ ଘଟଣା ପ୍ରକାରେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର। କେବଳ ସେତିକି ନୁହେଁ ,ଜନୈକ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ। ଆସିଛି ତାହାର ମଧ୍ୟ ବିଧିବଧ ଭାବେ […]