କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ଉଦଯାପିତ

ଫୁଲବାଣୀ (ସୁନୀଲ ପଟନାୟକ )କୂଇ ଭାଷା ସାହିତ୍ୟ ସମିତି ପକ୍ଷରୁ ଫୁଲବାଣୀ ଠାରେ ଆୟୋଜିତ ତିନିଦିନିଆ କର୍ମଶାଳା ସୋମବାର ଉଦଯାପିତ ହୋଇଛି lଏହି କର୍ମଶାଳା ରେ ବିଭିନ୍ନ କୂଇ ଗବେଷକ ଙ୍କ ଦ୍ୱାରା ପ୍ରସ୍ତୁତକୁଇ ଲିପି ଉପସ୍ଥାପନ କରାଯାଇଥିଲା lଏସବୁକୁ ବାର ଜଣ ଜୁରୀ (ଵିଚାରକ ) ଆଲୋଚନା ପର୍ଯ୍ୟାଲୋଚନା କରି ଶେଷରେ ଅଧିକ ନମ୍ବର ରଖିଥିବା ଫିରିଙ୍ଗିଆ ଅଂଚଳ ର ଦୀନବନ୍ଧୁ କହଁର ଙ୍କ ପ୍ରସ୍ତୁତ ଲିପି କୁ ଗୃହୀତ କରାଯାଇଥିବା ନେଇଜୁରୀ ଅଧ୍ୟକ୍ଷ ଡ଼ଃ, […]

କୋଲ୍ହଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ‘ଭାରତୀୟ ଭାଷା ଉତ୍ସବ’ ଅନୁଷ୍ଠିତ

ରାଞ୍ଚି (ଉଲ୍ଲାପ୍ର )କୋଲ୍ହଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଜାତୀୟ ଭାଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭାଗୀୟ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନ ପ୍ରାରମ୍ଭିକ ସୂଚନା ଦେବା ସହିତ ପ୍ରତ୍ୟେକ ଭାଷାକୁ ସମ୍ମାନ ଦେବା ପାଇଁ ସଂକଳ୍ପ କରାଇଥିଲେ ଏବଂ ଭାଷାର ଉନ୍ନତି ସକାଶେ ମନ୍ତବ୍ୟ ଦେଇଥିଲେ |ଏବଂ ବିଭାଗୀୟ ସହଯୋଗୀ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ର ଭାଷାର ପରିଭାଷା ଓ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ |ଛାତ୍ର ଛାତ୍ରୀ ମାନେ ମଧ୍ୟ ‘ଭାରତୀୟ […]

ମାନଗୋବିନ୍ଦ ପୁହାଣ ଙ୍କ ଛୋଟ ପ୍ରୟାସ

ଭୁବନେଶ୍ୱର (ଉଲ୍ଲାପ୍ର )ଓଡ଼ିଆ କଳା ସଂସ୍କୃତି କୁ ଆଗକୁ ନେବା ପାଇଁ ମାନ ଗୋବିନ୍ଦ ପୂହlନ ଙ୍କ ଏକ ଛୋଟ ପ୍ରୟାସ ରେ ଚନ୍ଦ୍ରଶେଖରପୁର ଅଞ୍ଚଳ ଠାରେ ଓଡିଶା ଆର୍ଟ ଆଣ୍ଡ କ୍ରାଫ୍ଟ ଏକାଡେମୀ ଉଦ୍ଘାଟିତ ହୋଇଅଛି ।ଯେଉଁଥିରେ କଳା ର ପ୍ରଦର୍ଶନୀ ମଧ୍ୟ ହୋଇଥିଲା ।ବି. କେ ଆର୍ଟ କଲେଜ ପ୍ରିନ୍ସିପାଲ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ପୁରସ୍କୃତ କରିଥିଲେ।

ଖବର ପ୍ରକାଶ ପରେ ଇଫୁ ଙ୍କୁ ମିଳିଲା ଆବାସ ଯୋଜନା ରେ ଘର

ଫୁଲବାଣୀ (ସୁନୀଲ ପଟନାୟକ )ଇଫୁ ଓ ତାଙ୍କ ପରିବାର ର ଖୁସି କହିଲେ ନ ସରେ lଗଣମାଧ୍ୟମ ରେ ଡାକ୍ତର ପଢୁଆ ଛାତ୍ର ଇଫୁ ଙ୍କ ପରିବାର ର ଦୁଃଖ କାହାଣୀ ପ୍ରକାଶ ପାଇବା ପରେ ତାଙ୍କର ଓ ପରିବାର ର ଭାଗ୍ୟ ବଦଳିଯାଇଛି lଇଫୁ ଙ୍କ ପରିବାର କୁ ମିଳିଲା ବିଜୁ ପକ୍କାଘରl ଏବେ ସେ ଆଉ ଭଙ୍ଗା ଦଦରା ଆଜ ଵେଷ୍ଟସ ଘରେ ରହିବେନି l ଛାତ ଘରେ ରହିବେ lଗତକାଲି ବାଲିଗୁଡା ବିଡ଼ିଓ […]

ପ୍ରଶାସନ କି ରାଜ୍ୟ ସରକାର ଶୁଣିଲେନି ଇଚ୍ଛା ମୃତ୍ୟୁ ଲୋଡିଲେ ଭିନ୍ନ କ୍ଷମ ଦମ୍ପତି

ଫୁଲବାଣୀ (ସୁନୀଲ ପଟନାୟକ )ନିଜର ହକ ପାଇବା ପାଇଁ ମାସେ କି ଦୁଇମାସ ନୁହେଁ ଦୀର୍ଘ ଚାରି ବର୍ଷ ହେଲା ଲଢ଼ି ଶେଷରେ ପ୍ରଶାସନ ଦ୍ୱାରା ଆକ୍ରୋଶ, ନିର୍ଯ୍ୟାତିତ, ଲାଂଛିତ ଶୋଷିତ ହେଇ ଶେଷରେ ଅନ୍ୟ ଉପାୟ ନ ପାଇ ଇଚ୍ଛା ମୃତ୍ୟୁ ଲୋଡିଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳ ର ଭିନ୍ନକ୍ଷମ ଦମ୍ପତି ଦୀପକ କୁମାର ହଂସ ଓ ତାଙ୍କ ପତ୍ନୀ lଏନେଇ ଦୀପକ ଗତ ୯ ତାରିଖ ରେ ରାଷ୍ଟ୍ରପତି ଙ୍କୁ ରେଜିଷ୍ଟ୍ରି ଯୋଗେ […]

ନବୋଦୟ ଆଲୁମିନି ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣ(ସୁନୀଲ ପଟନାୟକ )ଫୁଲବାଣୀ ଜବାହର ନବୋଦୟ ଆଲୁମିନି ଏସୋସିଏସନ ପକ୍ଷରୁ ଶନିବାର ସଂଗଠନ ର ବାର୍ଷିକ ଉତ୍ସବ ଅବସର ରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା lଏହି ଅବସର ରେ ସଭାପତି ସୁର ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନ ୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ […]

କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ରେ କୂଇ ଭାଷା ର ମାନ୍ୟତା ଦାବୀ

ଫୁଲବାଣୀ (ସୁନୀଲ ପଟନାୟକ )କୁଇ ଲିପି ର ସ୍ୱୀକୃତି ପାଇଁ ବିଧାୟକ ଭାବେ ଯଥା ସଂଭଵ ଉଦ୍ୟମ କରିବେ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ର ଦ୍ୱିତୀୟ ଦିନ ର କର୍ମଶାଳା ରେ ଯୋଗ ଦେଇ କହିଥିଲେ lକାହିଁ କେଉଁ ଆବାହନ କାଳରୁ କୁଇ ଭାଷା ପ୍ରଚଳିତ ହୋଇ ଆସୁଛି! କୁଇ ଭାଷା ଅତିଲୋକ ପ୍ରିୟ ଅଟେ! କନ୍ଧମାଳର ଅଧିକାଂଶ […]

ଫୁଲବାଣୀ ରେ ଆମ ଆଦମୀ ପାର୍ଟି ବୈଠକ

ଫୁଲବାଣୀ(ସୁନୀଲ ପଟନାୟକ )ରାଜ୍ୟ ରେ ଏକ ସ୍ଵଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାପାଇଁ ଆମ ଆଦମୀ ପାର୍ଟି ରେ ସାମିଲ ହୋଇ ସଂଗଠନ କୁ ସୁଦୃଢ଼ କରିବା ପାଇଁ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀ ରେ ଯୋଗଦେଇ ରାଜ୍ୟ ଆବାହକ ନିଶିକାନ୍ତ ରଥ ଆହ୍ୱାନ ଦେଇଛନ୍ତି lସେହିପରି କର୍ମୀ ମାନେ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ଆମ ଆଦମୀ ପାର୍ଟି ର ସଙ୍ଗଠନକୁ […]

ବିଭିନ୍ନ ସମସ୍ୟା ସମ୍ପର୍କ ରେ ବରିଷ୍ଠ ନାଗରିକ କମିଟି ର ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରୀକମାନେ ସୁରକ୍ଷିତ ଭାବେ ରହିବା ସହ ନ୍ୟାୟ ଓ ହକ ପାଇବେ ସେ ନେଇ ରବିବାର ବରିଷ୍ଠ ନାଗରିକକମିଟି ର ଏକ ଗୁରୁତ୍ୱ ପୁର୍ଣ ବୈଠକ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା lମିଳିତ ନାଗରିକ କମିଟି ସଭାପତି ଡ଼ଃ ଅରୂପ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ତଥା ପୂର୍ବତନ ନଗରପାଳ କମଳା କାନ୍ତ ପାଣ୍ଡେ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟବିଭାଗ ଅଧିକାରୀ […]

କନ୍ଧମାଳ ରେ ଆର୍ଥିକ ପରିଚାଳନା ଉପରେ କର୍ମଶାଳା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ ମାନଙ୍କର ଆର୍ଥିକ ଓ ସାଧାରଣ ପରିଚାଳନା କରିବା ପାଇଁ ବିଭିନ୍ନ ଆଇନିର ଦିଗ ଉପରେ ଏକ ଦିନିଆ କର୍ମଶାଳା ନିପୀଡିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର ଆବାହକ ହରିଶଙ୍କର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧକ୍ଷ ଚନ୍ଦ୍ରକାନ୍ତ ନାୟକ ଅନୁଷ୍ଟାନର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଅଧକ୍ଷ ରାମ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ପ୍ରଶାନ୍ତ ଶତପଥୀ […]