ଯୁକ୍ତ ୩ ପରୀକ୍ଷା ଫଳକୁ ନେଇ କୁହୁଳୁଛି ଅସନ୍ତୋଷ ୩୧୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୩ ଫେଲ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ୱୟଂ ଶାସିତ ମାନ୍ୟତା ଉଠି ଯାଇଛି। ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନକରି ପରୀକ୍ଷା କରାଯାଇଛି। ସେହିଭଳି ଆବଶ୍ୟକତା ଠାରୁ ବହୁ କମ୍ ସଂଖ୍ୟାକ ଅଧ୍ୟାପକ ରହିଛନ୍ତି ଏହି ମହାବିଦ୍ୟଳୟରେ। ତେବେ ଇତି ମଧ୍ୟରେ ଗତ ୪ ତାରିଖରେ ଯୁକ୍ତ ୩ର କଳା ବିଭାଗ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି। ପରୀକ୍ଷା ଦେଇଥିବା ୩୧୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୩ ଜଣ ଫେଲ ହୋଇଛନ୍ତି। ଏହାକୁ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































