ବିଭିନ୍ନ ଦାବିପୂରଣ ନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଙ୍କ ଧାରଣା

ଫୁଲବାଣୀ (ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ ଗୁରୁବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେଜିଲ୍ଲା ସଭାନେତ୍ରୀ ଆରତୀ ବେହେରା ଙ୍କ ବଳିଷ୍ଠ ନେତୃତ୍ୱରେ ଅଙ୍ଗନବାଡି କର୍ମୀମାନେ ଧାରଣା ରେ ବସିଥିଲେ lଦୀର୍ଘ ଦିନ ହେଲା ଅଙ୍ଗନବାଡି କର୍ମୀ ମାନେ ଦାବୀ କରିଆସୁଥିଲେ ମଧ୍ୟ ସରକାର ଶୁଣୁନଥିବା ଅଭିଯୋଗ କରିଥିଲେ lସେମାନଙ୍କ ଦାବୀ ମଧ୍ୟରେ ପାରିଶ୍ରମିକ ବୃଦ୍ଧି, ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା,ଦାବୀ ପୂରଣ ନହେବାଯାଏ ଆନ୍ଦୋଳନ ଜାରି ରଖାଯିବ ବୋଲି ସମ୍ପାଦିକା ଯୁବତୀ ପ୍ରଧାନ […]

ଖେଳ ପଡିଆ ନିର୍ମାଣକାର୍ଯ୍ୟ ଆରମ୍ଭ ନେଇ ଦୁଇଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଆଠ ଆହତ

ଫୁଲବାଣୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ରେଏକ ବିବାଦୀୟ ଜମିରେ ଖେଳପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ କୁ ନେଇ ଗୋଷ୍ଠି ସଂଘର୍ଷ ହୋଇଛିl ଏଥିରେ ମହିଳା ସମେତ ଆଠ ଜଣ ଆହତଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା l ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁ ରେ ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଥିଲା l ପୋଲିସ ପ୍ରଶାସନ ଏବଂ ରାଜସ୍ବ ବିଭାଗ ହସ୍ତକ୍ଷେପ ପରେ ଉକ୍ତ ଜମିକୁ […]

କନ୍ଧମାଳ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ପଦନ୍ନୋତି

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଙ୍କ ପଦୋନ୍ନତି ହୋଇଛି l ଶ୍ରୀ ଷଡ଼ଙ୍ଗୀ ବିଶେଷ କରି ଶିକ୍ଷାର ବିକାଶ ଦିଗରେ ନିଷ୍ଠା ଓ ଆନ୍ତରିକତା ର ସହ ନିରନ୍ତର କାର୍ଯ୍ୟ କରିବା ଯୋଗୁଁ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି lଶ୍ରୀ ଷଡ଼ଙ୍ଗୀ ଗତ ୧ ବର୍ଷ ହେଲା କନ୍ଧମାଳ ଶିକ୍ଷା ଜିଲ୍ଲା ଅଧିକାରୀ ଭାବେ ଦାଇତ୍ୱ ରେ ରହି ଶିକ୍ଷା କ୍ଷେତ୍ର ରେ ବୈପ୍ଲବିକ ପରିବର୍ତନ ଆଣିଛନ୍ତି lଷଡ଼ଙ୍ଗୀ […]

୧ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲାଞ୍ଚୁଆ ପୋଲିସ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଲାଞ୍ଚ ନେବାବେଳେ ଜଣେ ଲାଞ୍ଚୁଆ ପୋଲିସ ଏ ଏସ ଆଇ ବାବୁଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି lଲାଞ୍ଚୁଆ ଏ ଏସ ଆଇ ବାବୁ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନ l ପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ l ମଦନ ମୋହନ ବୌଦ୍ଧ ର ବୈଜୟ ନ୍ତି ଏଗରୋ ମେସିନରୀସ ର ମାଲିକ ସ୍ଵପ୍ନେଶ୍ଵର ଖୁଣ୍ଟିଆ ଙ୍କ ଠାରୁ ଏକ 1CCମାମଲା୨୨ /୨୨ […]

ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ

ଫୁଲବାଣୀ -(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସେସ୍କା ଯୋଡ଼ି ଗାଁ ନିକଟରେ ଥିବା ରୁଗୁଡ଼ି ପଦା ଜଙ୍ଗଲ ରେ ଜଣେ ଯୁବକ ଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକେ ଦେଖିବାପରେ ପରିବାର କୁ ଖବର ଦେଇଥିଲେ l ପରିବାର ତରଫରୁ ଫିରିଙ୍ଗିଆ ଥାନରେ ଖବର ଦେବା ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଓ ଟିମ୍ ପହଁଚି ମୃତଦେହ ଉଦ୍ଧାର କରିଛି l ମୃତକ ଜଣକ ରତଙ୍ଗ ପଞ୍ଚାୟତ କୁଟିବାରି […]

ତଥ୍ୟ ମାଗିଲେ ମିଳୁନି ଓଲଟା ମୋଟାଅଙ୍କ ର ଅର୍ଥ ଡିପୋଜିଟ ପାଇଁ ଆସୁଛି ଚିଠି

ଫୁଲବାଣୀ (ସୁନୀଲ ପଟନାୟକ )ଜନସାଧାରଣ କୁ ସମସ୍ତ ପ୍ରକାର ତଥ୍ୟ ଜାଣିବା ର ଅଧିକାର ଦେବାଲାଗି ସରକାର ଆର ଟି ଆଇ ଆକ୍ଟ ୨ 00୫ ରେ ସରକାର ଆଇନ ପ୍ରଣୟନ କଲେ l ଅନ୍ତତଃ ଲୋକେ ସବୁ ତଥ୍ୟ ପାଇ ପାରିବେ ଓ ଜାଣିପାରିବେ ଆଉ ଦୁର୍ନିତୀ ବି କିଛିମାତ୍ରା ହ୍ରାସ ପାଇବ ହେଲେ ଦାଇତ୍ୱ ରେ ଥିବା ସୂଚନା ଅଧିକାରୀ କିନ୍ତୁ ଜାଣି ଶୁଣି ତଥ୍ୟ ଦେବାରେ ବିଳମ୍ବ କରିବା ସହ ତଥ୍ୟ ପାଇଁ […]

୧ ୩ ୫ ଏକର ଗଂଜେଇ ଗଛ ନଷ୍ଟ କଲା ଗୋଚ୍ଛାପଡା ପୋଲିସ

ଫୁଲବାଣୀ (ସୁନୀଲ ପଟନାୟକ )ଆଜି କନ୍ଧମାଳ ଜିଲ୍ଲା ର ଗୋଛାପଡା ପୋଲିସ ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱରେ ପୋଲିସ ଟିମ ସଦଳ ବଳେ ଥାନା ଅନ୍ତର୍ଗତ ସଲାଗୁଡ଼ା ପଂଚାୟତ ର ବାକେପାଙ୍ଗା, ମାନିଜିରୁ, ଟେକେରୀଗୁଡା ଜଙ୍ଗଲ ଉପରେ ଚଢ଼ାଉ କରି ପାହାଡ଼ ଉପରେ ବେ ଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛ ସବୁ କାଟି. ନଷ୍ଟ କରିଥିଲେ l ପ୍ରାୟ ୧ ୩ ୫ ଏକର ରେ ଲାଗିଥିବା ଗଂଜେଇ ଗଛ ସବୁ […]

ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଧାରଣା ରେ ଦୁଇ କାଉନସିଲର

ଫୁଲବାଣୀ (ସୁନୀଲ ପଟନାୟକ )ବାଲିଗୁଡା ଏନଏ ସି ରେ ଚାଲିଥିବା ଦୁର୍ନୀତି, ଅନିୟମିତତା, ପ୍ରିୟାପ୍ରୀତୀ ତୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବେ ବେଶ ମହଙ୍ଗା ପଡ଼ିଛି ବାଲିଗୁଡା ଏନଏ ସି ର ଦୁଇଜଣ କାଉନ୍ସିଲର ଙ୍କୁ lଦୁର୍ନିତୀ ଅଭିଯୋଗ ଆଣିବାପରେଶାସକ ଗୋଷ୍ଠୀର ଏନଏସି ଅଧ୍ୟକ୍ଷ ସେ ଦୁଇଜଣ କୁ କାଉନସିଲ ମୀଟିଙ୍ଗ କୁ ନ ଡାକିବାସମ୍ପୃକ୍ତ ୱାର୍ଡ ରକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନ କରିବା ପ୍ରତିବାଦ କରି ମଙ୍ଗଳବାର ଦୁଇଜଣ କାଉନସିଲର ଏନ ଏ […]

ଜିଲା ସମବାୟ ସଂଘ ପକ୍ଷରୁ ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ସମାରୋହ

ଫୁଲବାଣୀ ଜିଲା ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ଫୁଲବାଣୀ ଠାରେ ଜିଲା ସମବାୟ ସଂଘର ସଭାପତି ସୁପ୍ରଭା ନାୟକଙ୍କ ପୌରୋହିତ୍ୟରେ ୬୯ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ସଭାପତି ଅରୁଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ସମବାୟ ସଂସ୍ଥା ଗୁଡିକ ସୁଦୃଢ କରିବାକୁ ଓ ଭିତ୍ତିଭୂମୀ ବିକାଶ ପାଇଁ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୁଗଳ କିଶୋର ଦାସ, ଡିଆରସିଏସ ଫୁଲବାଣୀ ଯୋଗ ଦେଇ ପ୍ରାଥମିକ ସମବାୟ ସମିତି ଗୁଡ଼ିକର ନବ […]

ବାଲିଗୁଡା ରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠିତ

ଫୁଲବାଣୀ(ସୁନୀଲ ପଟନାୟକ )ଦିନକୁ ଦିନ ସମାଜ ରେ ଦୁର୍ନିତୀ, ଠକେଇ, ଭ୍ରଷ୍ଟାଚାର ଆଦି ବଢିଚାଲିଥିବାରୁ ସାଧାରଣ ଗରିବଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି lଲାଞ୍ଚ ନଦେଲେ କୌଣସି କାମ ହେଉନି l ଏହାକୁ ରୋକିବା ପାଇଁକନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ କରାଯାଇଛି ll କିଛି ବର୍ଷହେବ ବାଲିଗୁଡା ସରକାରୀ ତଥା ବେସରକାରୀ ସ୍ତରରେ ତଥା ତହସିଲ, ଆଇ ଟି ଡ଼ି ଏ, ବ୍ଲକ, ଏନ ଏ ସି ରେ […]