ପ୍ରଧାନମନ୍ତ୍ରୀ ଆବାସ ଘର ଠିକ ଭାବେ ଦିଆଯାଉଛି…

Udaya_Labanya | September 23, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ସହରରେ ଭୂମି ହୀନ ମାନଙ୍କୁ ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ପ୍ରଦାନ କରାଯାଉଛି କି ନାହିଁ ତାକୁ ଦେଖିବା ପାଇଁ ଆଠଗଡ ସହରରେ ପହଞ୍ଚି ଥିଲେ ସହରାଞ୍ଚଳ ବିଭାଗ ଦ୍ଵାରା ପରିଚାଳିତ ଡୁଡା ଟିମ ର ସଦସ୍ୟ ମାନେ,ଆଜି ମଧ୍ୟାନ ରେ ଡୁଡା ଟିମ ର ପ୍ରକଳ୍ପ ନିର୍ଦେଶକ ଅକ୍ଷୟ ମିଶ୍ରଙ୍କ ସହିତ ଏକ ଟିମ ଆଠଗଡ କୁ ଆସି ସହରାଞ୍ଚଳ ବିଭାଗ କର୍ମକର୍ତାଙ୍କ ସହିତ ଆଠଗଡ […]

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ…

Udaya_Labanya | August 23, 2021 | 0

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ ବାନ୍ଧିଲା ୬ ଜଣ କର୍ମଚାରୀ ଙ୍କୁ,ଗୁରୁଡ଼ିଝାଟିଆ ସୋସାଇଟି ର ସମ୍ପାଦକ,ସହ ସମ୍ପାଦକ,ପିଅନ ସହିତ ଆଠଗଡ ସିସିବି ବ୍ୟାଙ୍କର ୩ ଜଣ କର୍ମଚାରୀ ବନ୍ଧା ହୋଇଛନ୍ତି,ଅପରାହ୍ନରେ କୋର୍ଟ ଚାଲାଣ ହେବେ।

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ…

Udaya_Labanya | June 14, 2021 | 0

ଫୁଲ ବାଣୀ-(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ପଞ୍ଚାୟତ ରେ କରେ। ନା ସଚେତନତାରାଲି ଅନୁଷ୍ଠିତ ହେଇଥିଲା । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଭାବେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି କରୋନା ସଚେତନ କରିଥିଲେ ।ହାତରେ ସଚେତନତାବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି ସ୍ଲୋଗାନ ଦେଇ ସଚେତନ କରିଥିଲେ। ସରକାରଙ୍କ କୋଭିଡ଼ ୧୯ନିୟମ ମାନିବା ପାଇଁ ପରାମର୍ଶ ଦେଇଥଲେ । ଘରୁ ବାହାରକୁ […]

ଧବଳେଶ୍ବର ମନ୍ଦିରରେ ଆଜିଠାରୁ ପୂଜକ ମାନେ ଆରମ୍ଭ…

Udaya_Labanya | September 7, 2020 | 0

ଆଠଗଡ(ଉଲାପ୍ର)କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ରାଜ୍ୟରେ ଜୁନ ମାସରୁ ଦେବାଦେବୀ ମନ୍ଦିର କ ରୋନା କଟକଣା ମଧ୍ୟରେ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଦେବାଦେବୀ ମନ୍ଦିର ଖୋଲିବା ପାଇଁ ସରକାର ଅନୁମତି ଦେଉନାହାନ୍ତି, ଏହାକୁ ବିରୋଧ କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ,ଏ ସମ୍ପର୍କରେ ଏକ ଦାବିପତ୍ର ଦେବୋତ୍ତର ଆୟୁକ୍ତ ଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସେବାୟତ ସଂଘ,ଯେଉଁ ମନ୍ଦିର […]

ଦୁର୍ଗା ପୂଜା ପାଇଁ ଆଠଗଡ ସହରରେ ମାଟି…

Udaya_Labanya | August 11, 2020 | 0

ଆଠଗଡ(ଉଲାପ୍ର)ପବିତ୍ର ଜନ୍ମାଷ୍ଟମୀ ଅବସରରେ ଦୁର୍ଗାଙ୍କ ପାଇଁ ମାଟି ଉଠିଛି,ଆଜିଠାରୁ ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି,ହେଲେ ସବୁ କଟକଣା ଯେମିତି କ ରୋନା ର ଗାଇଡ଼ ଲାଇନ ରେ ଚାଲିଛି,ଆଠଗଡ ସହରର ଚାନ୍ଦବାଲି ଛକ ବଜାର,ଦୁର୍ଗା ବଜାର,ରାସରସିକ ପୁର ପୂଜା କମିଟି,କନ୍ତଲ ପୂଜା କମିଟି ଗୁଡିକର କର୍ମକର୍ତ୍ତା ମାନେ ନିରାଡ଼ମ୍ବର ଭାବେ ଅଳ୍ପ ସଂଖ୍ୟକ ବ୍ୟବସାୟୀ ସାପୁଆ ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ମାଟି ଆଣି ନିଜ ପୂଜା ମଣ୍ଡପ ମାନଙ୍କରେ […]

ସ୍କୁଲ ପାଚେରି ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ କରିବା…

Udaya_Labanya | August 8, 2020 | 0

ନରସିଂହପୁର(ଉଲାପ୍ର) କଟକ ଜିଲା ନରସିଂହପୁର ବ୍ଲକ ର କମଳାଡ଼ିହ ପଞ୍ଚାୟତ ର ଚିନ୍ତାମଣି ବିଦ୍ୟାପୀଠ ର ପାଚେରି ଭାଙ୍ଗି କିଛି ରାଜନୈତିକ ଦଳ କାମକରିବା ସହ ସେହିଠାରେ ମାର୍କେଟ କମ୍ପ୍ଲେକ୍ସ ତିଆରି କରିବାକୁ ନେଇ ଆଜି ଯୋଡୁମୁ ଫାଣ୍ଡିରେ ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ ଯେ ନରସିଂହପୁର ଜୁଡୁମୁ ଫାଣ୍ଡି ଅଧିନସ୍ଥ କମଳାଡିହ ପଞ୍ଚାୟତ ରେ ଥିବା ଚିନ୍ତାମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଥିବା ପାଚେରୀକୁ ଭାଙ୍ଗି ସେହି ପଞ୍ଚାୟତ ର କିଛି […]

ଆଠଗଡ ଚାଷୀ ରାଜ ରାସ୍ତାରେ,ଅଭାବି ବିକ୍ରିର ସମ୍ମୁଖିନ

Udaya_Labanya | August 4, 2020 | 0

ଆଠଗଡ(ଉଲାପ୍ର)ଗୋଟିଏ ପଟେ କରୋନା ସହିତ ସମସ୍ତେ ଜୁଝୁଥିବା ବେଳେ ଅନ୍ୟ ପଟେ ଚାଷୀ ହାତ ବାନ୍ଧି ବସି ସାରିଲାଣି,ଏ ଦୃଶ୍ୟ ହେଉଛି ଆଠଗଡ ମୁଣ୍ଡଳି ରାସ୍ତାର ଛତାବର ଗ୍ରାମ ରାସ୍ତାକଡ ର ଦୃଶ୍ୟ,ଲକଡାଉନ,ସଟଡାଉନ ଜାରି ରହିଥିବା ବେଳେ ପରିବା ବେପାରୀ ଆଉ ଚାଷୀଙ୍କ ନିକଟକୁ ଆସୁନାହାନ୍ତି,ଯାହା ଫଳରେ ଚାଷୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା କଡରେ ଭୟଭୀତ ହୋଇ ପନି ପରିବା ବିକ୍ରି କରୁଛନ୍ତି, ଅନ୍ୟପଟେ ଚନ୍ଦକା ହାତୀପଲ […]

ରାଜ୍ୟରେ କ ରୋନା ଅପଡେଟ

Udaya_Labanya | August 3, 2020 | 0

ଭୁବନେଶ୍ୱର(ଉଲାପ୍ର)ରାଜ୍ୟରେ ଆଉ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୬୨୯୭ ରେ ପହଞ୍ଚିଲା,ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୨୯୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ […]

Archives

Categories