ବଡମ୍ବା ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

Udaya_Labanya | July 19, 2020 | 293 views |0 | Health

ବଡମ୍ବା,(ଉଲାପ୍ର)ବଡମ୍ବା ବ୍ଲକ ଗୋପୀନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କ ରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି,ରମେଶ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ତୁଣପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରହରାଜ,ସରପଞ୍ଚ ମିନତି ସାହୁ,ପ୍ରମୁଖ ଯୋଗଦେଇ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ସମ୍ବର୍ଦ୍ଧିତ ହୋଇଥିବା କ ରୋନା ଯୋଦ୍ଧା ମାନେ ହେଲେ ଡାକ୍ତର ସରୋଜ କୁମାର ପ୍ରଧାନ,ଶିକ୍ଷକ ରମେଶ ବେହେରା,ପ୍ରତାପ ଚନ୍ଦ୍ର ସାହୁ,ବୈଦ୍ୟନାଥ ସାହୁ,ଚିତ୍ତରଞ୍ଜନ ମହାପାତ୍ର, ସମସ୍ତ ଅଙ୍ଗନ ବାଡ଼ି କର୍ମୀ,ଆଶକର୍ମୀ,ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାହୁ,ମିନତି ସାହୁ,ଫାର୍ମାସିଷ୍ଟ ଦେବାଶିଷ ସାମନ୍ତରାୟ, କୃଷ୍ଣଚନ୍ଦ୍ର ପଣ୍ଡା,ଟୁ କୁନା ରଣା,ଯଦୁନାଥ ସେଠି,ପବିତ୍ର କୁମାର ସେଠୀ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

Share this
  •  
  •  
  •  
  •  
  •  
  •  
  •  

Related Posts

ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର…

Udaya_Labanya | September 7, 2020 | 81 views |0

ପଦ୍ମପୁର,(ଉଲାପ୍ର)ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ…

ଦିନକରେ ୫ ଶହ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

Udaya_Labanya | July 19, 2020 | 148 views | 0

ଭୁବନେଶ୍ୱର: ( ଉ ଲା ପ୍ର) ରାଜ୍ୟରେ ଆଜି ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୨ ହଜାର ୪୫୨ ପହଞ୍ଚିଲାଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ…

Leave a Reply

Your email address will not be published. Required fields are marked *

Archives

Categories