#Exclusive

ଶ୍ରାବଣ ମାସରେ ଧବଳେଶ୍ବର ପୀଠ ଖାଁ ଖାଁ,ଜଳଲାଗି କଲେ ପୂଜକ


ଆଠଗଡ,(ଉଲାପ୍ର)ଶ୍ରାବଣ ମାସର ଚତୁର୍ଥ ସୋମବାର ରେ ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,କରୋନା ଯେମିତି ସବୁ କିଛି ବିଗାଡି ଦେଇଛି,କରୋନା ମହାମାରୀ ଯୋଗୁ ପୀଠକୁ କୌଣସି ଭକ୍ତ ଆସୁନାହାନ୍ତି,କେବଳ ଧବଳେଶ୍ବର ପୂଜକ ସମାଜ ବାବାଙ୍କ ସେବା କରି ଆସୁଛନ୍ତି,ଆଜି ପୂଜକ ମାନେ ବାବାଙ୍କୁ ବେଲପତ୍ର ଓ ପଦ୍ମଫୁଲ ରେ ସଜାଇ ଥିବା ଦେଖା ଯାଇଛି,ପୀଠରେ ଶ୍ରାବଣ ମାସରେ ପୂଜକ ମାନେ ସଂସାରରୁ କରୋନା ଯେପରି ଦୁରୀଭୂତ ହୋଇଯିବ ବାବାଙ୍କ ନିକଟରେ ଗୁହାରି କରିଛନ୍ତି।

Leave a comment

Your email address will not be published. Required fields are marked *