ଶ୍ରାବଣ ମାସରେ ଧବଳେଶ୍ବର ପୀଠ ଖାଁ ଖାଁ,ଜଳଲାଗି କଲେ ପୂଜକ

Udaya_Labanya | July 27, 2020 | 113 views |0 | Exclusive


ଆଠଗଡ,(ଉଲାପ୍ର)ଶ୍ରାବଣ ମାସର ଚତୁର୍ଥ ସୋମବାର ରେ ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,କରୋନା ଯେମିତି ସବୁ କିଛି ବିଗାଡି ଦେଇଛି,କରୋନା ମହାମାରୀ ଯୋଗୁ ପୀଠକୁ କୌଣସି ଭକ୍ତ ଆସୁନାହାନ୍ତି,କେବଳ ଧବଳେଶ୍ବର ପୂଜକ ସମାଜ ବାବାଙ୍କ ସେବା କରି ଆସୁଛନ୍ତି,ଆଜି ପୂଜକ ମାନେ ବାବାଙ୍କୁ ବେଲପତ୍ର ଓ ପଦ୍ମଫୁଲ ରେ ସଜାଇ ଥିବା ଦେଖା ଯାଇଛି,ପୀଠରେ ଶ୍ରାବଣ ମାସରେ ପୂଜକ ମାନେ ସଂସାରରୁ କରୋନା ଯେପରି ଦୁରୀଭୂତ ହୋଇଯିବ ବାବାଙ୍କ ନିକଟରେ ଗୁହାରି କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 125 views | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା…

Leave a Reply

Your email address will not be published. Required fields are marked *

Archives

Categories