ଢେଙ୍କାନାଳ ରେ ବିଜେପି ର ବିକ୍ଷୋଭ

Udaya_Labanya | January 5, 2021 | 182 views |0 | Uncategorized

ଢେଙ୍କାନାଳ(ଉଲାପ୍ର୍)ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳ ଙ୍କ ନିର୍ମମ ଭାବେ ହତ୍ୟା କରାଯାଇଥିବା ଯୋଗୁଁ ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର , ରାମଚନ୍ଦ୍ର ପାତ୍ର ବିଜେପି ଯୁବମୋର୍ଚ୍ଚା ସଭାପତି(ନଗରମଣ୍ଡଳ) ସଙ୍କଳ୍ପ ଦାସ , ବିଶ୍ୱଜିତ୍ ପଣ୍ଡା, ନାଗାର୍ଜୁନ ପାତ୍ର , ସନ୍ତୋଷ ମିଶ୍ର,ଦେବୀ ପ୍ରସାଦ ବେହେରା,ବିଶ୍ୱଜିତ ବେହେରା, ବିଶାଳ ଦାସ, ଆସିଷ କୁମାର ଲେଙ୍କା, ସୁମିତ ବେହେରା, ଆୟୁଷ ନାୟକ,ସୁମେଶ କୁମାର ସାହୁ, ଶିବୁନୁ ପୃଷ୍ଟି, ଧନେଶ୍ୱର ନାୟକ, ଦୀପକ ନାୟକ, ନରେନ୍ଦ୍ର ନାୟକ, ମନୋଜ୍ ମହାପାତ୍ର, ବିସାଲ୍ ଦାସ୍, ନିଶାନ୍ତ ବେହେରା, ତନ୍ମୟ ବେହେରା, ନିହାର ରଞ୍ଜନ ଦାସ ପ୍ରଭୃତି ଯୋଗ ଦେଇଥିଲେ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 10 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories