Connect with us

National

କରୋନା ହାରିଲା, ଭାରତ ଜିତିଲା,ସାରା ଭାରତରେ ହେଲା ଟିକାଦାନ,୩କୋଟି କରୋନା ଯୋଦ୍ଧା ନେଲେ ଟୀକା

Published

on

Breaking News

ଆଠଗଡ ରେ କେନ୍ଦ୍ର ପଞ୍ଚାୟତ ରାଜ ମନ୍ତ୍ରୀ ଗିରିରାଜ ସିଙ୍ଗ ଙ୍କୁ ବିଜେପି ର ସମ୍ବର୍ଦ୍ଧନା, ରାଜ୍ୟ ସରକାରଙ୍କୁ ଭର୍ସନା କଲେ

Published

on

ଆଠଗଡ ( ଉଲ୍ଲାପ୍ର )କେନ୍ଦ୍ର ପଞ୍ଚାୟତ ରାଜ ମନ୍ତ୍ରୀ ଗିରିରାଜ ସିଙ୍ଗ ଅନୁଗୁଳ ଗସ୍ତ ସମୟରେ ଆଠଗଡ ଚାନ୍ଦବାଲି ଛକରେ ବିଜେପି ଦଳ ତରଫରୁ କେନ୍ଦ୍ରମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା, ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱ ରେ ବିଜେପି କର୍ମୀମାନେ ଚାନ୍ଦବାଲି ଛକରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ, ସେ କହିଲେ ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ, ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବେଳେ ସମ୍ବଲପୁର ରେ ହିନ୍ଦୁ କର୍ମୀଙ୍କ ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କରିଥିଲେ, ସେ ଆହୁରି ମଧ୍ୟ କହିଥିଲେ କେନ୍ଦ୍ର ପଞ୍ଚାୟତ ରାଜ ବିଭାଗ ତରଫରୁ ଗତ ଆଠ ବର୍ଷ ମଧ୍ୟରେ ରାଜ୍ୟକୁ 26 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି, ତା ସତ୍ୟେ ରାଜ୍ୟରେ ଏବେବି ଗରିବି ବଢିଛି, ଗରିବ ଗରିବ ହେଉଛି ଆଉ ଧନୀ ଧନୀ ହେଉଛି ବୋଲି କହିଥିଲେ, ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ସରୋଜ ଦାସ ପ୍ରମୁଖଙ୍କ ସହିତ ଅନେକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ,

Share this
Continue Reading

Breaking News

ଫୁଲବାଣୀରେ ବ୍ୟାଙ୍କ ସମ୍ମୁଖ ରୁ ସତରଲକ୍ଷ ଝାମ୍ପିନେଲେ ଦୁର୍ବୁତ୍ତ

Published

on

ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ରେ ପୁଣି କଳା ପଲ୍ସସର୍ ର ଆତଙ୍କ l ବ୍ୟବସାୟୀ ଙ୍କ ଠାରୁ ଲୁଟି ନେଲେ 17 ଲକ୍ଷ 50 ହଜାର ଟଙ୍କା l ଫୁଲବାଣୀ ର ଏକ ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟି ରେ ଏକ୍ସିସ୍ ବ୍ୟାଙ୍କ୍ ରେ ଟଙ୍କା ଡିପୋଜିଟ କରିବାକୁ ଯାଉ ଥିବାବେଳେ ବ୍ୟାଙ୍କ ସମ୍ମୁଖରୁ 17 ଲକ୍ଷ 50 ହଜାରଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ l ସୂଚନା ପ୍ରକାରେ ବ୍ୟାଙ୍କ ତିନିଦିନ ଛୁଟି ରହିଥିବାରୁ ଆଜି ଦିନ 11.20 ରେ ଦୋକାନରୁ ଟଙ୍କା ଧରି ପ୍ରଥମେ ଷ୍ଟେଟ ବ୍ୟାଙ୍କ ରେ କିଛି ଟଙ୍କା ଡିପୋଜିଟ କରି ବାକି ଟଙ୍କା ଧରି ଆକ୍ସିଶ ବ୍ୟାଙ୍କ ରେ ଡିପୋଜିଟ କରିବାକୁ ଯାଉଥିବା ବେଳେ ବ୍ୟାଙ୍କ ନିକଟ ରୁ ଦୁଇ ଦୃବୁତ ଏକ ପଲସର ବାଇକରେ ପିଛା କରି ଆସି ଛଡାଇ ନେଇ ଘଟଣା ସ୍ଥଳରୁ ଚାମ୍ପଟ ମାରି ଛନ୍ତି l ଏ ନେଇ ପାତ୍ର ଟାଉନ ଥାନା ପୋଲିସନିକଟ ରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ପହଂଚି ବିଭିନ୍ନ ସିସି ଟିଭି ଫୁଟେଜ ଦେଖି ତଦନ୍ତ ଜାରି ରଖିଛନ୍ତି l
ତେବେ ଏଯାଏଁ ଦୁର୍ବୁତ୍ତ କୌଣସି ଟେର ପାଇନି ପୋଲିସ lପୂର୍ଵରୁ ମଧ୍ୟ ବହୁବାର ଏଭଳି ଟଙ୍କା ଲୁଟ ହୋଇଥିଲେ ହେଁ ପୋଲିସ କୁ ସଫଳତା ମିଳିନି l

Share this
Continue Reading

Breaking News

ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ପାରିତ

Published

on

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି।

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି। ଛତିଶଗଡ ବିଧାନସଭା ବୁଧବାର ‘ଛତିଶଗଡ ମିଡିଆ ପର୍ସନ ସୁରକ୍ଷା ବିଲ୍ ୨୦୨୩’ ପାରିତ କରିଛି। ଯାହା ଗଣମାଧ୍ୟମ ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇବ। ସେମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଏହି ବିଲର ଲକ୍ଷ୍ୟ ରଖିଛି। ଏହାକୁ ଐତିହାସିକ ବିଲ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ବିରୋଧୀ ବିଜେପି ବିଧାୟକମାନେ ଏହି ବିଲକୁ ବିଧାନସଭାର ଯାଞ୍ଚ କମିଟି ନିକଟକୁ ପରୀକ୍ଷା ପାଇଁ ପଠାଇବାକୁ ଦାବି କରିଥିଲେ। ଯାହାକୁ ବାଚସ୍ପତି ଚନ୍ଦ୍ରଦାସ ମହନ୍ତ ପ୍ରତ୍ୟାଖ୍ୟାନ କରିଥିଲେ।

ଛତିଶଗଡରେ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଇସ୍ତାହାରରେ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଇନ୍ ଆଣିବାକୁ ପ୍ରତିଶୃତି ଦେଇଥିଲା। ଏହି ବିଲ୍ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ଏହା ସାମ୍ବାଦିକମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବ। ସେହିପରି ଛତିଶଗଡ଼ ସାମ୍ବାଦିକଙ୍କ ସାମଗ୍ରୀକୁ ମଧ୍ୟ ଏହି ଆଇନ ସୁରକ୍ଷା ଦେବାରେ ସହାୟକ ହେବ। ଅନେକ ସମୟରେ ହିଂସା ଓ ଆକ୍ରମଣ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଗଣମାଧ୍ୟମ ସଂସ୍ଥାର କ୍ୟାମେରା, ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ। ଆଗକୁ ସାମ୍ବାଦିକମାନେ ମାନେ ନିର୍ଭୟରେ କାମ କରିପାରିବେ ବୋଲି ସେ କହିଛନ୍ତି। ଏହି ଆଇନ କାର୍ଯ୍ୟକାରୀ କରିବାକୁ ଅନେକ ଥର ଦାବି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୨୦୧୯ରେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଆଫାବ ଆଲାମଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ସମସ୍ତ ପକ୍ଷଙ୍କ ପରାମର୍ଶ କ୍ରମେ ଏହି ଆଇନ ପ୍ରସ୍ତୁତ କରାଯାଇଛି।

ଏହି ଦିନଟି ଐତିହାସିକ ଦିନ ବୋଲି ସେ କହିଛନ୍ତି। ବିରୋଧୀ ଦଳର ନେତା ନାରାୟଣ ଚାନ୍ଦେଲ ଏବଂ ଅଜୟ ଚନ୍ଦ୍ରକରଙ୍କ ସମେତ ବିଜେପି ବିଧାୟକମାନେ ବିଲକୁ ନେଇ ଆପତ୍ତି ଉଠାଇଛନ୍ତି। ବିରୋଧୀ କହିଛନ୍ତି ଯେ, ବିଲ ସମ୍ପର୍କରେ ରାଜ୍ୟର ପ୍ରତିଷ୍ଟିତ ଗଣମାଧ୍ୟମର ସଂପାଦକ, ଏଡ଼ିଟର ଗିଲଡ୍ , ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କିମ୍ବା ପ୍ରେସ କ୍ଲବ ସହ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିନାହାନ୍ତି। ଏହି ବିଲକୁ ବିଧାନସଭାର ଯାଞ୍ଚ କମିଟି ନିକଟକୁ ପଠାଇବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ସାମ୍ବାଦିକଙ୍କ ସ୍ୱାର୍ଥ ବିରୋଧରେ ଏହି ବିଲକୁ ବିଜେପି ଅଟକାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିରୋଧୀ ଦଳର ଦାବିକୁ ବାଚସ୍ପତି ଚନ୍ଦ୍ରଦାସ ମହନ୍ତ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ବିଧାୟକମାନେ କହିଛନ୍ତି ଯେ ସେମାନେ ଏହି ଆଇନକୁ ସମର୍ଥନ କରୁଛନ୍ତି। କିନ୍ତୁ ବିଲ ପାରିତର ତରିକା ଠିକ୍‌ ନଥିଲା ବୋଲି ସେମାନେ କହିଛନ୍ତି

Share this
Continue Reading
Advertisement
Uncategorized3 weeks ago

ଆଜିର ରାଶିଫଳ

Uncategorized3 weeks ago

ନଭେମ୍ବର 19 ତାରିଖ ରବିବାର🌹꧁ ଆଜିର ରାଶିଫଳ🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।✧═════•❁❀❁•═════✧🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।✧═════•❁❀❁•═════✧🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।✧═════•❁❀❁•═════✧🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।✧═════•❁❀❁•═════✧🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।✧═════•❁❀❁•═════✧🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।✧═════•❁❀❁•═════✧🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।✧═════•❁❀❁•═════✧🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।✧═════•❁❀❁•═════✧🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।✧═════•❁❀❁•═════✧🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।✧═════•❁❀❁•═════✧🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।✧═════•❁❀❁•═════✧🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

Business3 years ago

ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ

Trending