ବିଭିନ୍ନ ଦାବୀ ପୁରଣ ନେଇ ପ୍ରାଣୀ ଚିକିତ୍ସକ ଙ୍କ ସ୍କାରକ ପତ୍ର ପ୍ରଦାନ,

Udaya_Labanya | March 22, 2021 | 34 views |0 | Uncategorized


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
ବିଭିନ୍ନ ଦାବୀ ପୁରଣ ନେଇ ସୋମବାର କନ୍ଧମାଳ ଜିଲା ପ୍ରାଣୀ ଚିକିତ୍ସା ସଂଘ ପକ୍ଷରୁ ଡାକ୍ତର ଅଳକା ପଟ୍ଟନାୟକ କନ୍ଧମାଳ ଜିଲାପାଳ ଡାବୃନ୍ଦ । ଡିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବୌଦ୍ଧରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଅମିତାଭ ପଣ୍ଡା ଓ ଅନ୍ୟ ଡାକ୍ତରଙ୍କୁ ମଧ୍ୟ କିଛି ଅସାମାଜିକ ଯୁବକ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ।
ଏଥି ସହ ଡାକ୍ତରମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଶକ୍ତ ନିୟମ ଲାଗୁ କରିବାକୁ କନ୍ଧମାଳ ପ୍ରାଣୀ ଚିକିତ୍ସକ ସଂଘ ଦାବୀ କରିଛି। ସେହିପରି ଜିଲ୍ଲାରେ ଅଧିକ ସଂଖ୍ୟକ ପ୍ରାଣୀ ଚିକିତ୍ସକ ପଦବୀ ସୃଷ୍ଟି କରିବା ସହ ଖାଲି ପଡିଥିବା ପଦବୀ ପୁରଣ କରିବାକୁ ସଂଘ ଦାବୀ କରିଛି । . ସେହିପରି ମେଡିକାଲ ଡାକ୍ତରଙ୍କ ପରି ସମାନତା ରକ୍ଷାକରି ଦରମା, ପ୍ରମୋସନ ମଧ୍ୟ ଦେବାକୁ ସଂଘ ଦାବୀ କରିଛି ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 36 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 46 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories