ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

Udaya_Labanya | March 25, 2021 | 29 views |0 | Uncategorized


ଫୁଲବାଣୀ(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲା ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ନିର୍ଦ୍ଦେଶରେ ଗୋଚ୍ଛାପଡ଼ା ପୋଲିସ ଚଢାଉ କରି ୭୦୫ କେଜି ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଗୋଛାପଡ଼ା ଥାନା ପୋଲିସ ୨୧ / ୨୧ରେ ମ।ମଲା ରୁଜୁ କରିବା ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ତୃପ୍ତି ରଂଜନ ନା ଏକ କହିଛନ୍ତି । ଜବତ ଗ6ଜଂ ଇର ଆନୁମାନିକ ମୂଲ୍ୟ ୩୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଜଣାପଡିଛି।
ଗୋଛାପଡ଼ା ଓ ଫିରିଙ୍ଗିଆ ଥାନା ଅଧୀନରେ ଗ6ଜଂ ଇଚାଷ ସହ ଚୋରାଚାଲାଣ ଦିନକୁ ଦିନ ବୃଦ୍ଧିପାଉଛି । ଗୋଛାପଡ଼ା ପୋଲିସ ଥାନା ଅଧିକାରୀ ତୃପ୍ତି ରଂଜନ ନା ଏକ ମାସ ମଧ୍ୟରେ ଦେଢ଼ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ଗ6ଜଂ ଇଜବତ କରିଥିବାବେଳେ ଫିରିଙ୍ଗି ଆ ଥାନା ଅଧିକାରୀ ଶ୍ୟାମସୁନ୍ଦରରାଓ ଙ୍କ ନେତୃତ୍ଵରେ ମଧ୍ୟ ୨ କୋଟି ଟଙ୍କା ମୁଲ୍ୟର ଚୋରାଗ6ଜଂ ଇ
ଜବତ କରାଯିବା ସହ ଅନେକ ଗ6ଜଂ ଇ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି।
ଗ6ଜଂ ଇ ଚୋରାଚାଲାଣକାରିଙ୍କ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିଥିବା କଥା ସଦର ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି ।
ସେହିପରି ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ବେଆଇନ ଗ6ଜଂ ଇ ଚାଷ ସବୁ ନଷ୍ଟ କରି ପୋଡି ଦିଆଯାଉଛି। ତଥାପି କିଛି ସ୍ଥାନରେ ଗ6ଜଂ ଇ ଚାଷ ହେଉଛି ସେଗୁଡିକ ମଧ୍ୟ ସଂପୂର୍ଣ୍ଣଭାବେ ନଷ୍ଟ କରିବାଲାଗି ପୋଲିସର ଉଦ୍ୟମ ଜାରି ରହିଥିବା ଏସଡିପିଓ ମୁର୍ମୁ କହିଛନ୍ତି ।
ଏସଡିପି ଓ ମୁର୍ମୁଙ୍କ ଆନ୍ତରୀକ ଉଦ୍ୟମ ସାଙ୍ଗକୁ
ଫିରିଙ୍ଗିଆ ଓ ଗୋଛା ପଡ଼ା ଥାନା ଅଧିକାରୀ ଓ ଅଧସ୍ତନ କର୍ମଚାରୀଙ୍କ ସମୟୋଚିତ ପଦ କ୍ଷେପ ନିଶ୍ଚିତ ଭାବେ ଅନେକ ପରିମାଣରେ ଗ6ଜଂ ଇ ଚୋରା ଚାଲାଣକୁ ରୋକ ଲଗାଇବାରେ ସଫଳ ହୋଇଛି ବୋଲି କୁହାଯାଇ ପାରିବ l

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories