କନ୍ଧମାଳ:ଗଞ୍ଜେଇ ସହ ଗାଡି ଜବତ :ଦୁଇ ଗିରଫ

Udaya_Labanya | March 28, 2021 | 14 views |0 | Uncategorized


କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ୍ ଫିରିଙ୍ଗିଆ ଥାନା ତେଲାପାଲି ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ପିକଅପ ଭ୍ୟାନ ନଂ.ଓଡି-୦୨-ବିଏଲ-୪୩୭୮ କୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ଗାଡ଼ିରୁ ୩୫କିଲୋ ୩୦୦ଗ୍ରାମ ଗଞ୍ଜେଇ ବାହାରିଥିଲା l ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ଯାଉଥିବା ଜଣାପଡିଥିଲା l ସଙ୍ଗେ ସଙ୍ଗେ ଫିରିଙ୍ଗିଆ ପୋଲିସ୍ ୨ଅଭିଯୁକ୍ତ ବିଶିକେଶନ ନାୟକ, ସୁନିଲ ନାୟକକୁ ଗିରଫ କରି ସେମାନଙ୍କ ନାମରେ ଏକ ମାମଲା ନଂ. ୩୭/୨୧ ରୁଜ୍ଜୁ କରି କୋର୍ଟଚାଲାଣ କରିଥିବା ନେଇ ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି |

Share this
  •  
  •  
  •  
  •  
  •  
  •  
  •  

Related Posts

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

ଫୁଲବାଣୀ ରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ…

Udaya_Labanya | September 25, 2022 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରେ ୨୦୦ରୁ…

Leave a Reply

Your email address will not be published. Required fields are marked *

Archives

Categories