#Uncategorized

କମ୍ବିଙ୍ଗ ଅପରେସନ ବେଳେ ମାଓ ଓ ସୁରକ୍ଷା କର୍ମିଙ୍କ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ


ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ପୋଲିସ କୁ ମିଳିଛି ସଫଳତା l ଗତ 28.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ଯା ସମୟରେ S. O. G. ଓ D.V. F ଗୋଛlପଡ଼l ଥାନା ଅନ୍ତର୍ଗତ ରାଇଘର ଗ୍ରାମ ର ଜଙ୍ଗଲ ରେ ମିଳିତ ଭାବେ କୁମ୍ବିଂ କରିଥିଲେ l କୁମ୍ବୀଙ୍ଗ ସମୟରେ ରେ ମାଓ ଓ ପୋଲିସ ମୁହଁ ।ମୁହିଁ ହୋଇଥିଲେ l ପୋଲିସ ତରଫରୁ ଆତ୍ମସମର୍ପଣ କରିବାକୁ କୁହା ଯାଇଥିଲା l କିନ୍ତୁ ମାଓ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା ପରେ ପୋଲିସ ତରଫରୁ ମଧ୍ୟ ଗୁଳିଚାଳନା କରାଗଲା l ଗୁଳି ବିନିମୟ ସମୟ ରେ ଘଞ୍ଚ ଜଙ୍ଗଲ ର ସୁଯୋଗ ଉଠାଇ ମାଓ ବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ l ପୁଲିସ ସର୍ଚ୍ଚ କଲା ବେଳେ 12 vବେଟୀରି. ଗୋଟଏ detonator ଗୋଟିଏ କିଛି ଚାଉଳ ଶହ କପଡ଼l ଓ ଖାଦ୍ୟ ସମାଗ୍ରୀ ଯବତ କରିଛି ପୋଲିସ l ଏହି ମାଓ ସଂଗଠନରେ ଓଡିଶା ଷ୍ଟେଟ କମିଟି ର k. K. B. N. ଡିଭିଜନ୍ ର 10 ରୁ 15 ଜଣ ମାଓ ସଦସ୍ୟ ଥିବା ସୂଚନ। ଦେଇଛନ୍ତି କନ୍ଧମା
ଳ ଏସପି. ବିନତି ଅଗ୍ରୱାଲ ।
ଵର୍ତମାନ ବି ସେଠାରେ କୁମ୍ବିଂ ଅପରେସନରେ ଜାରିରହିଥିବା ଏସପି ସୂଚନା ଦେଇଛନ୍ତି ।

Leave a comment

Your email address will not be published. Required fields are marked *