କମ୍ବିଙ୍ଗ ଅପରେସନ ବେଳେ ମାଓ ଓ ସୁରକ୍ଷା କର୍ମିଙ୍କ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

Udaya_Labanya | March 31, 2021 | 22 views |0 | Uncategorized


ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ପୋଲିସ କୁ ମିଳିଛି ସଫଳତା l ଗତ 28.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ଯା ସମୟରେ S. O. G. ଓ D.V. F ଗୋଛlପଡ଼l ଥାନା ଅନ୍ତର୍ଗତ ରାଇଘର ଗ୍ରାମ ର ଜଙ୍ଗଲ ରେ ମିଳିତ ଭାବେ କୁମ୍ବିଂ କରିଥିଲେ l କୁମ୍ବୀଙ୍ଗ ସମୟରେ ରେ ମାଓ ଓ ପୋଲିସ ମୁହଁ ।ମୁହିଁ ହୋଇଥିଲେ l ପୋଲିସ ତରଫରୁ ଆତ୍ମସମର୍ପଣ କରିବାକୁ କୁହା ଯାଇଥିଲା l କିନ୍ତୁ ମାଓ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା ପରେ ପୋଲିସ ତରଫରୁ ମଧ୍ୟ ଗୁଳିଚାଳନା କରାଗଲା l ଗୁଳି ବିନିମୟ ସମୟ ରେ ଘଞ୍ଚ ଜଙ୍ଗଲ ର ସୁଯୋଗ ଉଠାଇ ମାଓ ବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ l ପୁଲିସ ସର୍ଚ୍ଚ କଲା ବେଳେ 12 vବେଟୀରି. ଗୋଟଏ detonator ଗୋଟିଏ କିଛି ଚାଉଳ ଶହ କପଡ଼l ଓ ଖାଦ୍ୟ ସମାଗ୍ରୀ ଯବତ କରିଛି ପୋଲିସ l ଏହି ମାଓ ସଂଗଠନରେ ଓଡିଶା ଷ୍ଟେଟ କମିଟି ର k. K. B. N. ଡିଭିଜନ୍ ର 10 ରୁ 15 ଜଣ ମାଓ ସଦସ୍ୟ ଥିବା ସୂଚନ। ଦେଇଛନ୍ତି କନ୍ଧମା
ଳ ଏସପି. ବିନତି ଅଗ୍ରୱାଲ ।
ଵର୍ତମାନ ବି ସେଠାରେ କୁମ୍ବିଂ ଅପରେସନରେ ଜାରିରହିଥିବା ଏସପି ସୂଚନା ଦେଇଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ…

Udaya_Labanya | September 30, 2022 | 7 views |0

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା…

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

Leave a Reply

Your email address will not be published. Required fields are marked *

Archives

Categories