ଫିରିଙ୍ଗିଆରେ ଡବଲ ମର୍ଡର , ହତ୍ୟାକାରି ଗିରଫ

Udaya_Labanya | April 7, 2021 | 35 views |0 | Uncategorized


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଡବଲ ମର୍ଡର । ପଥରରେ ଛେଚି ଛେଚି ଅତି ନୃଶ ସଂଭାବେ ହତ୍ୟା କରିଛି ହତ୍ୟାକାରୀ ।
ହତ୍ୟାର କାରଣ ଜଣପଡିନଥିଲେ ବି ସଂପର୍କୀୟ ପୁତୁରା ହତ୍ୟା କରିଛି । ଘଟଣା ଘଟିଛି କି ଆମୁଣ୍ଡା ନିକଟ ଡ଼ାଙ୍ଗିର ପଦର ଗ୍ରାମରେ।
ହତ୍ୟାକାରୀ ନକୁଳ କହଁର କୁ ପୋଲିସ ଗିରଫ କରି ପଚରାଉଚରା କରୁଛି।
ମୃତକ ଦୁଇ ଜଣ ହେଲେସ୍ଵାମୀ ଚକ୍ରଧର କ ହଁର ଓ ସ୍ତୀ ସାଙ୍କି କହର ବୋଲି ପୋଲିସ କହିଛି ।
“ତେବେ ହତ୍ୟାର କାରଣ ଏ ଯାଏ ଜଣାପଡିନଥିଲେ ମଧ୍ୟ ହୁଏ ତ ଜମିଜମା ବିବାଦ କିମ୍ବା ଅନୈତିକ ସଂପର୍କ କ ।ରଣ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଫିରିଙ୍ଗିଆ ପୋଲିସ ଏନେଇ ୪୩/୨୧ ଧାରା୩୦୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦରରା ଓ କହିଛନ୍ତି । ପୋଲିସ ଶବ ବ୍ୟବଛେଦ ପାଇଁ ଫୁଲବାଣୀ ଦର ମହକୁମା ଡାକ୍ତରଖାନାକୁ ପଠାଇଥିବା କହିଛି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories