ନରସିଂହପୁର ମେଡିକାଲ ରେ ଡାଇଲିସିସ ମେସିନ ଉଦଘାଟିତ
Udaya_Labanya | April 26, 2021 | 31 views |0 | Uncategorized
ନରସିଂହପୁର(ଉଲାପ୍ର)ନରସିଂହପୁର ମେଡ଼ିକାଲ ରେ ହେପଟାଇଟିସ ସି ଭାଇରସ ଡାଇଲିସିସ ମେସିନ ର ଶୁଭାରମ୍ଭ ହୋଇଯାଇଛି, ଏହାକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଶୁଭାରମ୍ଭ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ।ଏହି ମେସିନ ଉଦଘାଟିତ ହେବା ପରେ ସ୍ତାନୀୟ ଅଞ୍ଚଳର ଲୋକେ ଏହାର ସୁବିଧା ପାଇ ପାରିବେ ବୋଲି ଆଶା କରାଯାଉଛି।