#Breaking News #Uncategorized

.କନ୍ଧମାଳ ରେ ପୁଣି ୪୫ ନୁତନ ପଜିଟିଭ ଚିହ୍ନଟ, ଫୁଲ ବାଣୀ ସହରରୁ ସର୍ବାଧିକ ୧୮ ପଜିଟିଭ .ମୋଟ ପଜିଟିଭ ସଂଖ୍ୟା ୩୨୫

.
ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯାକନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ବୁଧବାର ଜିଲ୍ଲାରେ ପୁଣି ୫୩ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗୁରବାର ୪୫ପଜିଟିଭ ଚିହ୍ନଟ ହୋଇ ଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ସର୍ବାଧିକ ୧୮ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ସହରର୧୮କରେ। ନା ପଜିଟିଭ ମଧ୍ୟରୁ ସରକାରୀ ଅଟେ । ନମସକଲେଜର ୨ଜଣ, କେନ୍ଦୁପଦର ୨,ନାରାୟଣୀ ସାହି ୨,ନୂଆସାହି ରୁ ୨,ହାଉସିଂ ବୋର୍ଡରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଭଜଂସାହୀ, ନଦୀ ଖଣ୍ଡି ସାହି, ବ୍ରାହ୍ମଣ ସାହି, ଢିପାସାହି, କଣ୍ଟ୍ରାକ୍ଟର ପଡ଼ା, ଲେଙ୍ଗ ରାସାହି, ସିଡିଏମଓ ଓକନ୍ଧମାଳ ରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।
, ଫଳରେ ସହରରେ ବିଭିନ୍ନ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବଢି ଚାଲିଥିବା ଦେଖିବାକୁ ମିଳୁଛି । ସେହିପରି ଫୁଲ ବାଣୀ ସହରର୧୮ପଜିଟିଭ ବାଦଦେଲେ ଜିଲ୍ଲାର ଜି.ଉଦୟଗିରିରୁ ୪.ବାଲିଗୁଡା ରୁ ୭,କନୂଆଗାଁ ୬, ରାଇକିଆ-୧,ଦ।ରିଙ୍ଗବାଡି୪,କୋଟଗଡ ୨, ତୁମୁଡିବନ୍ଧୁ ୧. ଚକାପାଦ ୧ ଓ କନ୍ଧମାଳ ଅଞ୍ଚଳର ଜଣେ କଟକରେ ଚିହ୍ନଟ ହୋଇଥିବା ସରକରି ରିପୋର୍ଟରୁ ଜଣାପଡିଛି, I
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି ।
ଆଜିର ୪୫ ନୂଆ ପଜିଟିଭ କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩୨୫ ଛୁଇଁଛି। ସେହିପରି କରେ । ନାର ଦ୍ଵିତୀୟ ଲହରରେ ଏଯାଏ ୨ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ବୁର୍ଦ୍ଧି ପାଇ ୩୫ରେ ପହଞ୍ଚିଛି। ଆରମ୍ଭରୁଜିଲ।ରେ ବର୍ତ୍ତମାନ ସୁଧାକରୋନାପଜିଟିଭ ଙ୍କ ସଂଖ୍ଯା ୬୪୪୭ ହୋଇ ଥିବାବେଳେ ଏବେ ସୁଧା ୬୦ ୮୭ ଜଣ ମଧ୍ୟସୁସ୍ଥ ହୋଇ ସାରିଲେଣି।
ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି। ଅମାନିଆ ଙ୍କୁ ଅଟକାଇ ତାଗିଦ କରିବା ସହ ଫାଇନ କାଟୁଛି ।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ବିଭିନ୍ନ ସମୟରେ ସହରରେ ବୁଲି ତଦାରଖ କରିବା ସହ ଅମାନିଆ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି ଯୋର ଦାର କର। ଯାଉଛି । ଟାଉନପୋଲିସ ସହରରବିଭିନ୍ନ ସାହିରେ ପେଟ୍ରୋଲିଙ୍ଗ କରୁଛି ।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ସତର୍କ ଦୃଷ୍ଟି ରଖାଯାଇ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି ।

.

Leave a comment

Your email address will not be published. Required fields are marked *