ବଜ୍ର ପାତ ରେ ୬ଗାଇଗୋରୁ ମୃତ

Udaya_Labanya | April 29, 2021 | 222 views |0 | Uncategorized

,
ଫୁଲବାଣୀ- (ସୁନୀଲ ପଟନାୟକ)
ଗୁରୁବାର ଅପରାହ୍ନରେ କନ୍ଧମାଳ ଜିଲ୍ଲା ଆରାବ କା ପଞ୍ଚାୟ.ତଅନ୍ତର୍ଗତ କାମ୍ବ୍ରିକିଆ ଗ୍ରାମରେ କାଳବୈଶାଖୀବର୍ଷା ଓ ବଜ୍ରପାତରେ୬ଗୋଟି ଗାଇ ଓ ବଳଦ ଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟଯେ ବର୍ଷା ହେବା ଫଳରେ ଏ ସବୁ ଗାଇ ବଳଦ,ଗଛମୂଳରେ ଆଶ୍ରୟ ନେଇଥିଲେ । ସେତେବେଳେ ହଠାତ ବଜ୍ରପାତ ହେବା ଫଳରେ ଆଶ୍ରୟ ନେଇ ଥିବା୬ଟି ଯାକ ଗାଇଗୋରୁଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁବରଣ କରିଥିବାଏସବୁ ଗାଇଗୋରୁ କାମ୍ବ୍ରିକିଆ ଗ୍ରାମର ସୁଶାନ୍ତ ହଂସ, ବନମଳିକ, ବସନ୍ତ ହଂସ, ଚିନୁ ମଲିକ ଓ ମୁଗା ମଲିକଙ୍କର ବୋଲି ଜଣାପଡିଛି ।
ଗୋରୁ ମାଲିକମାନେ ଗରୀବ ହୋଇଥିବା ଫଳରେ ଏ ସମସ୍ତ ଗୋରୁ ମାଲିକମାନଙ୍କୁ ତୁରନ୍ତ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 21 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 9 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories