ମାରୁତିମଣ୍ଡପ ରେ ରାମଚରିତ ମାନସ ପାଠ ଅନୁଷ୍ଠିତ

Udaya_Labanya | April 30, 2021 | 128 views |0 | Uncategorized

କଟକ(ଉଲାପ୍ର)କଟକ ରାମଲୀଳା ସମିତି ତରଫରୁ ଚୌଧୁରୀ ବଜ଼ାର ମାରୁତିମଣ୍ଡପ ଠାରେ ରାମଚରିତ ମାନସ ପାଠ ଅନୁଷ୍ଠିତ ହୋଇଯାଇଛି, ରାମନବମୀ ଠରୁ ଆରମ୍ଭ ହୋଇଥିବା ଏହି ରାମଚରିତ ମାନସ ଆଜି ଶେଷ ହୋଇଛି ,ଏହି କାର୍ଯ୍ୟକ୍ରମ ରେ ଅନେକ ସାଧୁସନ୍ଥ ଦେଇଥିଲେ ଏବଂ ରାମଙ୍କ ଉପରେ ବକ୍ତୁର୍ତ୍ତା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା , ସ୍କୁଲର ଛୋଟ, ବଡ଼ ପିଲାମାନେ ଭାଗ ନେଇଥିଲେ , ଏହାକୁ ଅନୁଷ୍ଠାନର ସମ୍ପାଦକ ଦେବାନନ୍ଦ ସିଂ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ନେତୃବୃନ୍ଦ ପରିଚାଳନା କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 19 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 7 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories