ନରସିଂହପୁର ରେ ନିର୍ମାଣ ଶ୍ରମିକ ସଙ୍ଘତରଫରୁ ଶ୍ରମିକ ଦିବସ ପାଳନ
Udaya_Labanya | May 2, 2021 | 13 views |0 | Uncategorized
ନରସିଂହପୁର(ଉଲାପ୍ର)ନରସିଂହପୁର ମିଳିତ ନିର୍ମାଣ ଶ୍ରମିକ ସଂଘ ର ସଭାପତି ବୈକୁଣ୍ଠ ବିହାରୀ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଶ୍ରମିକ ଦିବସ,ଏଥିରେ ,ନିଜିଗଡ ସରପଞ୍ଚ ପ୍ରଭାକର ମିଶ୍ର, ଶିକ୍ଷାବିତ ଦେବରାଜ ସ୍ୱାଇଁ, ଆଇନଜୀବୀ ଦେବଦତ୍ତ ବରାଳ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ବ୍ଲକ ରେ ଶ୍ରମ ଅଧିକାରୀ ନିଯୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ପ୍ରେମାନନ୍ଦ ଦଳେଇ, ସୁବର୍ଣ୍ଣ କେଶରୀ ମିଶ୍ର, କଳିଙ୍ଗ କେଶରୀ ପ୍ରଧାନ, ଦୁର୍ଗା ମାଧବ ମିଶ୍ର, ରଘୁନାଥ ସ୍ୱାଇଁ, ବୁଦ୍ଧିମାନ ସାହୁ, ମନମୋହନ ସାହୁ ଓ ସଞ୍ଜୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।