ସଟ ଡାଉନ ବେଳେ ଫୁଲବାଣୀ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ,

Udaya_Labanya | May 2, 2021 | 161 views |0 | Uncategorized


ଫୁଲବାଣୀ (ସୁନୀଲ ପଟନାୟକ)- ସଟ ଡାଉନ ର ଫାଇଦା ନେଇ କିଛି ଦୁର୍ବୁତ୍ତ SBI କ୍ୟାସ୍ ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ | ଫୁଲବାଣୀ ସଦର ମହକୁମା ପିଅନପଡl ର ଗୁଡିପିଟା ସାହି ଗତ ବିଳମ୍ବିତ ରାତିରେ SBI କେଶ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ | ତାଲା ନ ଭାଙ୍ଗି ବାରୁ SBI କ୍ୟାସ୍ ଗାଡି କୁ ନିଆ ଲଗେଇ ପୋଡ଼ିବା ସହିତ ନିକଟରେ ଥିବା ଏକ SWIFT DIZERO ଗାଡି କୁ ମଧ୍ୟ ପୋଡି ଦେଇଥିଲେଦୁର୍ବୁତ୍ତ ମାନେ l ଗାଡି ପୋଡିବା ସମୟରେ ଟାୟାର୍ ଟି ଫାଟି ଯିବାରୁ ସବଦ ଶୁଣି ରହୁ ଥିବା ସ୍ତାନୀୟ ଲୋକ ଉଠି ବାହାରକୁ ଆସି ଦେଖିଲେ ଗାଡି ଜଳୁଛିl ଫଳରେ ନିଆ ଲିଭାଇବା ସହ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି | ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡି ଛନ୍ତି ଓ କାହିଁକି ପୋଡି ଛନ୍ତି ତାର ତଦନ୍ତ ଚାଲିଥିବା କଥା ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ।


ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ମୁର୍ମୁ କହିଛନ୍ତି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories