୨୦୧୮,୧୯ ରୁ ସାଇନବୋର୍ଡ ରେ ସିମିତ ରହିଛି ବନ୍ଧ ମରାମତି କାର୍ଯ୍ୟ

Udaya_Labanya | May 13, 2021 | 36 views |0 | Uncategorized


ଫୁଲବାଣୀ-( ସୁନୀଲ ପଟନାୟକ) ଏବେ ଖରା ଦିନ । ପାଣି ମୁନ୍ଦି ଏ ପାଇଁ ଲୋକେ ଡ଼ହଳ ବିକଳ ହେଉଛନ୍ତି । ଏପଟେ ସରକାର ଗ୍ରାମାଞ୍ଚଳ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟପାଇଁ ନୂତନ କୁଅ ଓ ପୋଖରି ଖୋଳିବା ସହ ପୁରୁଣା ବନ୍ଧ ଗୁଡ଼ିକର ପୁନରୁଦ୍ଧାର କରିବାପାଇଁ ଅର୍ଥ ଅନୁଦାନ ଯୋଗାଇ ଦେଉଛନ୍ତି। ତେ6ବପଞ୍ଚାୟତର ସରପଞ୍ଚ ,କାର୍ଯ୍ୟନିର୍ବାହି ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଅବହେଳା ଓ ଦାୟିତ୍ୱହିନତା ଯୋଗୁଁ ବର୍ଷବର୍ଷ ଧରି କେଉଁଠି ନୂତନ ବନ୍ଧ ନିର୍ମାଣ କାମ ଅଧାରେ ପଡିଛି ତ ଆଉ କେଉଁଠି ବନ୍ଧର ପୁନରୁଦ୍ଧାର କାମ ଆରମ୍ଭ ନ ହୋଇ ବର୍ଷ ବର୍ଷ ହେଲାପଡିରହିଛି । ଫଳରେ ଗ୍ରାମବାସୀ ସୁଫଳ ପାଇପାରୁନାହିଁନ୍ତି । ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ କଖାରୁଝେ।ଲାପଞ୍ଚାୟତରେ ଘାଟି ଗୁଡ଼ା ଗ୍ରାମରୁ ।
ଗ୍ରାମବାସୀଙ୍କ ନିତ୍ୟ ବ୍ୟବହାର୍ଯ୍ୟପାଇଁ ଗାଁରେ ଥିବା ପୋଖରୀର ପୁନରୁଦ୍ଧାର କରିବାପାଇଁ ଲୋକଙ୍କ ଦାବୀ ପ୍ରକାରେ ଗତ ୨୦୧୮.୧୯ ବର୍ଷରେ ଚତୁର୍ଦ୍ଦଶରାଜ୍ୟ ଅର୍ଥ କମିଶନ ଅନୁଦାନରେ କଖାରୁ 6ଝ।ଲା ପଞ୍ଚାୟତର ଘାଟି ଗୁଡ଼ା ବନ୍ଧ ମରାମତି ପାଇଁ ୨ ଲକ୍ଷ ଟଙ୍କା ଅର୍ଥ ଅନୁବାନ ଦିଆଯାଇଥିଲା। ହେଲେ ଦୁଇ ବର୍ଷ ହେଲାଣି କାମ ହେବାକୁ ନାହିଁ । ଡିସସ୍ଲେବୋର୍ଡ ଲଗାଇଦେଇ ଚୁପ ବସିଛି ପଞ୍ଚାୟତ । ଏପଟେ କାମ ପାଇଁ ବନ୍ଧର ପାଣି ମଧ୍ୟ ଶୁଖାଇ ଦିଆଯାଇଛି । ହେଲେ କାମ ହେବାକୁ ନାହିଁ। ସରକାରୀ ନିୟମ ପ୍ରକାରେ କାମ ଆରମ୍ଭ ତାରିଖ ଓ କାମ ଶେଷ ତାରିଖ ଲେଖାଯିବା କଥା କିନ୍ତୁ ଲେଖାଯାଇନି ।
ବନ୍ଧକାମ ତୁରନ୍ତ ସାରିବା ପାଇଁ ଗ୍ରାମ ମୁଖିଆ ପୂର୍ଣ୍ଣ ବେହେରା ଓ ୱ।ର୍ଡମେମ୍ବର ପ୍ରଭାତ ବେହେରା ଦାବୀ କରିଛନ୍ତି।
ହେଲେ ମରାମତି ନାମରେ ବିଲ ହୋଇଛି କି ନାହିଁ. ଜଣାପଡିନି .। ଉଚ୍ଚସ୍ତରୀୟ
ତଦନ୍ତ କଲେ ଜଣାପଡିବ ।
ଅଭିଯୋଗ ପରେ ପଞ୍ଚାୟତ ଦାୟୀତ୍ଵରେ ଥିବା ଯନ୍ତ୍ରୀ ଓ ବିଡିଓ ଅନୀଲପଟ୍ଟନାୟକ ପ୍ରମୁଖ ଗ୍ରାମକୁ ଯାଇ ବନ୍ଦ ମରାମତି କାମ ଅତି ଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିବା ଗ୍ରାମବାସୀ କହିଛନ୍ତି ।
ହେଲେ କେବେ ବନ୍ଧ କାମ ହେବ ଆଉ ଗ୍ରାମବାସୀ ସୁଫଳ ପାଇବେ ତାକୁ ହିଁ ଅପେକ୍ଷା,
ଏଥି ପ୍ରତି ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories