ଇସ୍ରାଏଲ ଓ ହମାସ ମଧ୍ୟରେ ରକେଟ୍ ମାଡ଼ ଜାରି, ଗାଜାରେ ୬୫ ମୃତ

Udaya_Labanya | May 14, 2021 | 22 views |0 | Uncategorized

ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ହମାସ ପକ୍ଷରୁ ଜାରି ଆକ୍ରମଣର ପ୍ରତି ଜବାବ ଦେବାକୁ ପଛାଉନି ଇସ୍ରାଏଲ । ଫଳରେ ଗାଜାରେ ୬୫ ଲୋକଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ହମାସର କମାଣ୍ଡର ଓ ତା’ର ଅନେକ ସାଥୀ ସାମିଲ ରହିଛନ୍ତି । ଏଥିସହିତ ୫ ମହିଳା ଓ ୧୬ ଛୋଟ ପିଲା ଥିବା ସୂଚନା ମିଳିଛି ।

ଅଲଜଜିରା ରିପୋର୍ଟ ଅନୁଯାୟୀ, ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ବୋମାମାଡ଼ କରାଯାଉଛି । ଏହି ଆକ୍ରମଣରେ ୩୬୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିଲା ବେଳେ ତନ୍ମଧ୍ୟରେ ୮୬ ଜଣ ଶିଶୁ ଏବଂ ୩୯ ଜଣ ମହିଳା ରହିଛନ୍ତି। ସେହିପରି ବୋମାମାଡ଼ରେ ହମାସର ଗାଜା ସିଟି କମାଣ୍ଡର ବସିମ ଇସ୍ସା ମଧ୍ୟ ମୃତ୍ୟୁ ବରଣ କରିଛି । ଇସ୍ସା ସହ ହମାସର କିଛି ଅନ୍ୟ କମାଣ୍ଡରଙ୍କର ମଧ୍ୟ ଜୀବନ ଯାଇଛି ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 35 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 46 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories