ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ ଆଠଗଡ ସହରର ପାଞ୍ଚଗୋଟି ୱାର୍ଡକୁ ଯୁବ କଂଗ୍ରେସ ତରଫରୁ ସାନିଟାଇଜ କରାଗଲା

Udaya_Labanya | May 21, 2021 | 17 views |0 | Uncategorized

ଆଠଗଡ(ଉଲାପ୍ର)ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟ ତିଥି ରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମା ବଲ୍ଲଭ ରଥ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନିର୍ଦେଶ କ୍ରମେ ମେ ୨୧/୦୫/୨୦୨୧ ତାରିଖ ସକାଳ ୮.୩୦ଘଟିକା ଠାରୁ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଆଠଗଡ଼ ସହରର ପାଞ୍ଚ ଗୋଟି ୱାର୍ଡ କୁ ସମ୍ପୂର୍ଣ୍ଣ ସାନିଟାଇଜିଙ୍ଗ କରାଯାଇଛି । ଆଠଗଡ଼ ସହରର ସମସ୍ତ ଯୁବ ,ଛାତ୍ର, ନଗର ଓ ବରିଷ୍ଠ କଂଗ୍ରେସ କର୍ମୀ ମାନେ ଏହି ମହତ

କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଆଠଗଡ କଂଗ୍ରେସ କାର୍ଯ୍ୟାଳୟରୁ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇ ଏକ ନମ୍ବର ୱାର୍ଡ ର ଜଗନ୍ନାଥ ମନ୍ଦିର ଠାରେ ସ୍ଥଗିତ ରଖାଯାଇଅଛି । ଏବଂ ନିଷ୍ପତି କରାଯାଇଅଛି ଏହି ୨୧/୦୫/୨୦୨୧ ଠାରୁ ଆସନ୍ତା ୧/୦୬/୨୦୨୧ ପର୍ଯ୍ୟନ୍ତ ସାନିଟାଇଜିଙ୍ଗ କରାଯିବା ସହିତ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ । ଏଥିରେ ସହଯୋଗ କରିଥିଲେ କଟକ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପତ୍ତନୟାକ, ଜିଲା ଯୁବ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା, ସିତମ ଦାସ, ସମ୍ବିତ ପତ୍ତନୟାକ, ରଞ୍ଜିତ ସେଠି, ରାଜୁ ନାୟକ, ଅବିନାଶ ପ୍ରଧାନ, ଦେବବ୍ରତ ଦାସ,

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories