ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି ଦେଖନ୍ତୁ

Udaya_Labanya | May 26, 2021 | 373 views |0 | Viral


ଆଠଗଡ(ଉଲାପ୍ର)ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ,ତା ପୁଣି ୟାସ ବାତ୍ୟା ସମୟରେ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କ8କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ ବୈଶାଖ ମାସରେ ଫୁଟିବା ଏକ ବିରଳ ଘଟଣା,ତା ପୁଣି ୟାସ ବାତ୍ୟା ସମୟରେ, ପ୍ରକୃତରେ ଏହି ବ୍ରହ୍ମ କମଳ ଫୁଲ ଏକ ବିରଳ ଫୁଲ,ଭାଗ୍ୟରେ ଥିଲେ ଏହି ଫୁଲ ଫୁଟିଥାଏ,ଆସନ୍ତାକାଲି ମଧ୍ୟ ଆହୁରି ଏହି ଫୁଲ ଫୁଟିବାର ସମ୍ଭାବନା ରହିଛି,ଭାଗ୍ୟରେ ଥିଲେ ଏହି ଫୁଲ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ,ଶ୍ରୀଯୁକ୍ତ ଦାଶ ଆଜି ତିନିଗୋଟି ଫୁଲକୁ ସନ୍ଧ୍ୟା ସମୟରେ ତୋଳି ଘରେ ଥିବା ଜଗନ୍ନାଥ ଙ୍କୁ ସମର୍ପଣ କରିଛନ୍ତି।

Share this

Related Posts

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views |0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

ଆଠଗଡ ପାଲଟିଛି ଲୁଟେରା ଙ୍କ ଚରାଭୂଇଁ

Udaya_Labanya | March 14, 2023 | 21 views | 0

ଆଠଗଡ ( ଉଲ୍ଲାପ୍ର )ରାଜ୍ୟରେ ଯଦି କେହି ଲୁଟିବାକୁ ପାଉ ନାହଁ ତେବେ ଆଠଗଡ ଚାଲି ଆସ, ଦିନ ଦୁଇ ପହରରେ ଆଠଗଡ ବ୍ଲକ ଗୋବରା ପଞ୍ଚାୟତ ର ମୁଣ୍ଡା ସାହିକୁ ଯାଇ ଲୁଟିଛନ୍ତି ଗରିବ ଆଦିବାସୀଙ୍କୁ ଦୁଇ ଜଣ ଯୁବକ,…

Leave a Reply

Your email address will not be published. Required fields are marked *

Archives

Categories