କରେ।ନା ସଂକ୍ରମଣକୁ ରୋକିବା ପାଇଁ ବିଧାୟକ ଓ ବିଡିଓ ଙ୍କ ପ୍ରୟାସ

Udaya_Labanya | May 27, 2021 | 34 views |0 | Uncategorized


ଫୁଲବାଣୀ- (ସୁନୀଲ ପଟନାୟକ) ବିଳମ୍ବରେ ହେଲେ ବି କରୋନାର ଦ୍ୱିତୀୟ ସଂକ୍ରମଣକୁ ସଚେତନତା ମାଧ୍ୟମରେ ରୋକିବା ଲାଗି ବିଡିଓ ଆରମ୍ଭ କରିଛନ୍ତି ଏଥିରେ ହାତ ବଢ଼ାଇ ଆଗକୁ ଆସିଛିନ୍ତି ବିଧାୟକ,l ଏଭଳି କାର୍ଯ୍ୟ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା କନୁଆଗାଁ ବ୍ଳକରୋକନୁଆଁ ଗା ବିଡିଓ ଶରତ ଚନ୍ଦ୍ରପାତ୍ର ଉ-ତ୍ସର୍ଗୀକୃତ ମନୋଭାବ ରଖି ନିଜ ବ୍ଲକ ଅଞ୍ଚଳର ସମସ୍ତ ଲୋକମାନେ ଯେପରି ଘରେ ରହିବେ ଆଉ ସୁସ୍ଥ ରହିବେ । ଆବଶ୍ୟକ ପଡିଲେ ଘରୁ ବାହାରିଲେ ସର୍ବଦା ମୁହଁରେ ଡ଼ବଲ ମାସ୍କ ପିନ୍ଧିବେ ସାନି ଟାଇଜର ବ୍ୟବହାର କରିବେ. ସମାଜିକ ଦୂରତା ରକ୍ଷା କରିବା ସହ କୋଭିଡ଼ନିୟମପାଳନ କରିବା ଦିଗରେ ଗୁରୁତ୍ଵ ଦେବାଲାଗି ଗାଁକୁ ଚାଲ ଅଭିଯାନ ଆରମ୍ଭ କରି ବିଭିନ୍ନ ଦୁର୍ଗମ
ପଞ୍ଚାୟତ ଓ ଗାଁକୁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସଚେତନ ସୃଷ୍ଟି କରୁଥିଲେ।
ତେବେ ବିଡିଓ ପାତ୍ରଙ୍କ ଅଭିନବ କାର୍ଯ୍ୟଶୈଳୀ ଦେଖି ବାଲିଗୁଡା ବିଧାୟକଚକ୍ରମଣି କହଁର ମଧ୍ୟ ଏଥିରେ ନିଜକୁ ସାମିଲ କରି ବିଡ଼ିଓ ପାତ୍ରଙ୍କ ସହ ବୁଲି ଲୋକମାନଙ୍କୁ ସଚେତନ କରିବା ସହ କରେ । ନା ମହାମାରୀ ସଂପର୍କରେ ବୁଝାଇବା ସହ ଜୀବନ ଜିବିକାକୁ ନେଇ ଥିବା ବିଭିନ୍ନସମସ୍ୟା ର ସମାଧାନ କରୁଛନ୍ତି । ଫଳରେ ଗ୍ରାମ।ଞ୍ଚଳରେ କରେ। ନା ନିୟନ୍ନିତ ଥିବା ଜଣାପଡିଛି ।
ଲୋକେ ମଧ୍ୟ ବ୍ଳକ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ପାଖରେ ପାଇ ଅସୁବିଧା ବଖାଣୁଛନ୍ତି । ଫଳରେ ଲୋକେ ବି ବେଶ ଖୁସ । ବୁଧବାର ଉଭୟ ବିଧାୟକ ଚକ୍ରମଣୀ କହର ଓ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ମିଶି ସଲାଗୁଡ଼ା, ଗାରଡ଼ିକିଆ, କୁଡୁପାକିଆ, ବାଦ କେତ।, ସାରି କେତ।, ଗହଙ୍ଗିଆ, ସାଇନ ପଡ଼ା, ଆଦି ଅନେକ ଦୁର୍ଗମ ଓ ପାହାଡି ଇଲାକାକୁ ଯାଇ କରେ ।ନାମହାମାରୀ ରୁ କିଭଳି ନିଜକୁ ସୁରକ୍ଷିତରଖି ରକ୍ଷାକରି 6ବ ସେ ନେଇ ଲୋକଙ୍କୁ ବୁଝାଇଥିଲେ। ସେହିପରି ଲୋକଙ୍କୁ ମାସ୍କ। ସାନିଟାଇଜର ଆଦି ପ୍ରଦାନ କରିଥିଲେ।
ସେହିପରି ସଂ ପୁକ୍ତ ଅଞ୍ଚଳ ଗୁଡ଼ିକ ଦୁରରେ ଥିବାରୁ ବୁଦ୍ଧ ବୁଦ୍ଧା ମାନେ କରେ ନା ସମୟରେ ଯିବାଆସିବା ଅସୁବିଧା ହେବ ।ରୁ ସେମାନଙ୍କୁ ସେମାନଙ୍କର ଘ6ରଉତ୍ତା ଓ ରାସନ ସମଗ୍ରୀ ମଧ୍ୟ ପ୍ରଦାନ କ ରିଥିଲେ ବିଡିଓ ଓ ବିଧାୟକ ।
ବର୍ତମାନ ସୁଧା ବ୍ଳକର ଅର୍ଦ୍ଧା ଧିକଦୁର୍ଗମ ଗ୍ରାମଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବାବେଳେ ବାକି ଥିବା ଅନ୍ୟ ଗ୍ରାମ ଗୁଡିକରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବ୍ଳକ ବିଡିଓ ଶ୍ରୀପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପ୍ରଦୀପ ମହାନ୍ତି, ସରପଞ୍ଚ ନିଳୀମା ମଲିକ, ସିଡିପିଓ ପ୍ରଦୀପ ମହାନ୍ତି, ପିଇ ଓ କେଶବ କାମ୍ପ, ଗ୍ରାମବିକାଶ ସଂ ଯୋଜକ କୃଷ୍ଣଚନ୍ଦ୍ର ମହାରଣା,ଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ,ବ୍ଲକକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 10 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories