ଗାଁ ଗାଁ ବୁଲି ରାଜସ୍ଵ ସେବା ଯୋଗାଉଛନ୍ତି ତହସିଲଦାର

Udaya_Labanya | May 27, 2021 | 51 views |0 | Uncategorized


ଫୁଲବାଣୀ-( ସୁନୀଲ ପଟନାୟକ) କରୋ । ନା ମହାମାରୀ କୁ ରୋକ ଲଗାଇବା ପାଇଁ ସରକାର ମେ ୫ତାରିଖରୁ ଲକଡାଉନ ଜାରୀ କରିଛନ୍ତି। ଫଳରେ ଗାଡି ମଟର ଚଳାଚଳ ବନ୍ଦ ରହିଛି। ଏପଟେ କରୋନା ସଂକ୍ରମଣ ପାଇଁ କାର୍ଯ୍ୟାଳୟଗୁଡିକ ରେ ମଧ୍ୟ ସାଧାରଣ ଲୋକଙ୍କ ପ୍ରବେଶ କୁ ବାରଣ କରାଯାଇଛି । ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ହାତ ପାଆନ୍ତାରେ ରାଜସ୍ଵ ସେବା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଫଳରେ ଚକାପାଦତହସିଲଦାର ମଧୁସ୍ମିତ ବେହେରା ଓ କର୍ମଚାରୀମାନେ ଗାଁକୁ ଗାଁ ଯାଇ ହିତାଧିକାରୀଙ୍କ ଘର ସମ୍ମୁଖରେ ପଟ୍ଟା ଓ ବିଭିନ୍ନ ସାର୍ଟିଫିକେଟ ପ୍ରସ୍ତୁତ କରି ପ୍ରଦାନ କରିଛନ୍ତି । ଫଳରେ ଗ୍ରାମବାସୀ ହାତପାଆନ୍ତାରେ ରାଜସ୍ଵ ସେବାପାଇ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ତହସିଲଦାର ମଧୁସ୍ମିତା ନା ଏକ ଗ୍ରାମର ଲୋକଙ୍କୁ କରେ ।ନା ମହାମାରୀ ସଂପର୍କରେ
ସଚେତନତା ମଧ୍ୟ କରୁଛନ୍ତି । ଏହି ରାଜସ୍ୱ ରଥ ପ୍ରତି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମ ବୁଲି ଆବଶ୍ୟକ ସେବା ଯୋଗାଇଦେବ ବୋଲି ତହସିଲଦାର କହିଛନ୍ତି । ଏହାଦ୍ୱାରା
କରେ । ନା ସଂକ୍ରମଣ କୁ କିଛି ମାତ୍ର।ରେ
ରୋକାଯାଇ ପାରିବ ବୋଲି ସେ କହିଛନ୍ତି ।
ସେହିପରି ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡି, ଖଜୁରୀପଡ଼ା,ଫୁଲ ବାଣୀ, ଦାରିଙ୍ଗବାଡି, ଜିଉ
ଦୟଗିରୀ, ଫିରିଙ୍ଗିଆ ସମେତ ଜିଲ୍ଲାର ସବୁବ୍ଳକରେ ରାଜସ୍ଵ ରଥର ଶୁଭାରମ୍ଭ କରାଯାଇ ଜିଲ୍ଲାର ସବୁ ଲୋକଙ୍କୁ ଘରେ ଘରେ ସେବା ଯୋଗାଇ ଦିଆଯାଉଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories