ଦୁର୍ଗମ ଅଞ୍ଚଳବାସୀଙ୍କୁ କରୋନା ସଚେତନ ସହ ପିଡିଏସ ବାଣ୍ଟିଲେ ରାଇକିଆ ବିଡିଓ

Udaya_Labanya | May 27, 2021 | 32 views |0 | Uncategorized


ଫୁଲବାଣୀ- (ସୁନୀଲ ପଟନାୟକ)
ମହାମାରୀ କରୋନାର ଦ୍ୱିତୀୟଲହରୀଘାତକ ସାଜିଥିବାରୁ ଦୁର୍ଗମ ଅଞ୍ଚଳରଲୋକମାନଙ୍କୁ କରେ । ନା ସଂପର୍କରେ ଜନସଚେତନ ସୃଷ୍ଟି କରିବା ସହ ସେମାନଙ୍କ ଗାଁରେ ପହଞ୍ଚି ଘରକୁ ଘର ବୁଲି ପିଡିଏସ ରାସନ ପ୍ରଦାନ କରୁଛନ୍ତି ରାଇକିଆ ବ୍ଳକ ବିଡିଓ ପ୍ରବୀଣ କୁମାରବାଣୁଆ
କରେ । ନା ମହାମାରି ଲୋକଙ୍କ ଜୀବନଜିବୀ କାକୁ ପ୍ରଭାବୀତ କରିଛି । ଲୋକେ ସମସ୍ୟ ମଧ୍ୟରେ ରହୁଛନ୍ତି । ଫଳରେ ଲୋକଙ୍କୁ ସଚେତନ କରିବା ସହ । ସେମାନଙ୍କର ଅଭାବ ଅସୁବିଧା ମଧ୍ୟ ପଚାରି ବୁଝୁଛନ୍ତି ବିଡିଓ, I
ଲୋକେ ମଧ୍ୟ ବିଡିଓଙ୍କୁ ପାଖରେ ପାଇ ସେମାନଙ୍କ ସମସ୍ୟାବଖାଣୁଛନ୍ତି ।
ବିଡିଓ ବାଣୁଆ ବ୍ଳକର ଦୁର୍ଗମ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ମାଣିକେଶ୍ଵର ପଞ୍ଚାୟତର ବାନ୍ଧାଙ୍ଗି ଇନ୍ଦ୍ରଗଡ଼ପଞ୍ଚାୟତର ସର୍ବପାଙ୍ଗା, ସିକ ବାଡି , କୁମ୍ଭାର ବାଡି ପ୍ରଭୃତି ଗ୍ରାମକୁ ଯାଇ ଥିଲେ ବ୍ଳକ ଟିମ । ପାହାଡ଼ ଚଢି ପାଦରେ ଚାଲି ଚାଲି ବିଡ଼ିଓଙ୍କ ସମେତ କର୍ମଚାରି ମାନେ ଗ୍ରାମରେ ପହଞ୍ଚି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଉତ୍ତା ପ୍ରଦାନ କରିବା ସହ ପିଡିଏସ ଚାଉଳ ପ୍ରଦାନ କରିଥିଲେ।
ବ୍ଳକ ପ୍ରଶାସନ କୁ ନିଜ ଘର ନିକଟରେ ପାଇ ବେଶ ଖୁସି ବ୍ୟକ୍ତ କରିବା ସହ ପୂର୍ବରୁ କେବେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଗ୍ରାମକୁ ଆସି ବା ଜାଣି ନ ଥିବା କହିଥିଲେ। ବର୍ତ୍ତମାନର ବିଡିଓ ଗତବର୍ଷଠାରୁ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟ । ସମାଧାନ କରୁଥିବାରୁ ସେମାନଙ୍କ ସମସ୍ୟା ଦୁର ହୋଇପାରିଥିବା କହିବା ସହ ବିଡିଓ ଓ ବ୍ଲକ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଏହାବ୍ୟତିତ ବିଡିଓ ପ୍ରବୀଣ କୁମାରବାଣୁଆ ରାଇକିଆ ଅଞ୍ଚଳ ଯେପରି ଆବର୍ଜନା ମୁକ୍ତ ସ୍ୱଛ ରହିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି । ନିଜେ ରାଇକିଆ ସହରରସଫେଇ କାର୍ଯ୍ୟର ନେତୃତ୍ଵ ନେଇ କାର୍ଯ୍ୟକରୁଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣ। ଯୋଗାଇବ ନିଶ୍ଚୟ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories