ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ ପଟା ଜବତ କଲା ବନ ବିଭାଗ

Udaya_Labanya | May 27, 2021 | 53 views |0 | Uncategorized


ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗକୁ ସଫଳତା ମିଳିଛି l ଏକ ବୋଲେ ରୋ ପିକପ ସହ 120ଖଣ୍ଡ ଶାଳ ଓ ପିଆଶାଳ ପଟ୍ଟା ଜବତ କରିଛି l ଗତ କାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ରେଞ୍ଜ ପୋଖରୀ ବନ୍ଧ ସେକ୍ସନ ଅଞ୍ଚଳ ରୁ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାକୁ ପଟ୍ଟା ଚାଲାଣକରା ଯାଉଥିବା ଖବର ପାଇ ରେଞ୍ଜର ଉଦିତ ପ୍ରଧାନ ଓ ଏସି ଏଫ ରୁଦ୍ର ପ୍ରସାଦ ରଥ ଙ୍କ ନେତୃତ୍ବ ରେ ଫରେଷ୍ଟର ଗାର୍ଡ ପ୍ରମୁଖ ଚଢାଉ କରି ଏକ ବୋ ଲେ ରୋ ପିକଅପ୍ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟ୍ଟା ଜବତ ହୋଇଥିବା ନେଇ ରେଞ୍ଜର ଉଦିତ ପ୍ରଧାନ ସୂଚନା ଦେଇଛନ୍ତି lଘଟଣା ସ୍ଥଳରୁ ତିନି କାଠ ମାଫିଆ ଖସି ପଳାଇ ଥିବା ଜଣାପଡିଛି l ରେଞ୍ଜର ଉଦିତ ପ୍ରଧାନ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ବାଲିଗୁଡ଼ା ଅଞ୍ଚଳରୁ ବିଭିନ୍ନ ଜିଲ୍ଲା କୁ କାଠ ଚାଲାଣକରୁଥିବା କାଠ ମାଫିଆ ଙ୍କୁ ଗିରଫ କରିବା ଫଳରେ ସେମାନଙ୍କ ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories