କରେ।ନା ମହାମାରି ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ମାରୁତିସେନା

Udaya_Labanya | June 7, 2021 | 44 views |0 | Uncategorized

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କରେ। ନା ମହାମାରି ସମୟରେ ବନ୍ଧୁବର୍ଗ , ଆତ୍ମୀୟ ସଜନ,ସମସ୍ତେ ପରକରି ଦେଉଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ସହାୟତାର ହାତ ବଢ଼ାଇମାନବିକତାର ପରିଚୟ ଦେଇଛନ୍ତି ଫୁଲବାଣୀ ସହରର ମାରୁତିସେନା, I ତାଙ୍କ ପ୍ରତି ଫୁଲବାଣୀ ସମେତ ଜିଲ୍ଲାବାସୀଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।
କମ ଦିନ ହେଲା ନୂତନ ଭାବେ ଗଢିଉଠିଥିବା ମାରୁତିସେନା ନାମକ ଏକ ସଂଗଠନ କରେ । ନା ମହାମାରୀ ଠୁ କିପରି ଦୂରେଇ ରହିବେ ସେ ନେଇ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପ୍ରଦାନ କରୁଛନ୍ତି ।
କେବଳ ସେତିକି ନୁହେଁ ଲକଡ଼ାଉନ ଯୋଗୁ ସହରର ବିଭିନ୍ନ ସାହି
ବ ସ୍ତିରେ ଥିବା ଗରୀବ ଲୋକ ଓ ରାସ୍ତା କଡରେ ଥିବା ଭିକାରି ମାନଙ୍କୁ ରବିବାର ଦିନ ଭାତ ଡ଼।ଲମା ଆଦି ଖାଦ୍ୟ ଦେଇ ଭୋକିଲାଙ୍କ ମୂ ହଁ ରେ ହସ ଫୁ ଟାଇ କୁ ପ୍ରୟାସ କରିଛିମାରୁତିସେନା।
ଯଦିଓ ଭୋକିଲା ଲୋକଙ୍କୁ ସବୁ ଦିନ ଖାଦ୍ୟ ଦେବାଲାଗି ସେମାନେ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ଅର୍ଥ ।ଭାବ ଯୋ ଗୁଁ କେବଳ ସପ୍ତାହକୁ ଗୋଟିଏ ଦିନ ରବିବାର ଖାଦ୍ୟ ଯୋଗାଇଦେଉ ଥିବା କଥା କହିଛନ୍ତି ମାରୁତିସେନାର ଜିଲ୍ଲା ସଭାପତି ସୁବାସ ପାଢି ଓ ସ୍ତ୍ରୀ ସସ୍ମିତା ପ। ଢି।

କାହାର କେଉଁଠି କିଛି ବି ଅଘଟଣ ଘଟିଲେ ବନ୍ୟା ବାତ୍ୟା, ହେଉ କି ଦୁର୍ଘଟଣା ହେଉକିମ୍ବା ରକ୍ତ ଆବଶ୍ୟକ ପଡିଲେ ନଚେତ ରୋଗ ଶର୍ଯ୍ୟାରେ କେହି ଅସହାୟ ଅବସ୍ଥାର ପଡ଼ିଥିବା ଲୋକର ଖବର ପାଇଲେ ତତକ୍ଷଣାତ ଘଟଣାସ୍ଥଳରେପହଞ୍ଚି ଯଥା ସମ୍ଭବ ସେବା ଯୋଗାଇ ଥାନ୍ତିଏହି ସଂଗଠନ ର ସଦସ୍ୟ ମାନେ l
ସେହିପରି ଲକ ଡ଼ାଉନସମୟରେ ରାସ୍ତାକଡର ବୁଲା ଗୋରୁ ଗାଇକୁକୁରଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦେଇଥାନ୍ତି ।
ନିଜ ଜୀବନକୁ ବାଜି ଲଗାଇ ଫୁଲବାଣୀ ସ।ଧ୍ଯମତେ ସେବା କରି ମହାନତା ଦେଖାଇଛନ୍ତି ଏମାନେ । ଆଗକୁ ସଂଗଠନର ସଦସ୍ୟ ସଂଖ୍ୟା ବୃଦ୍ଧି କରି ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ସେବାକାର୍ଯ୍ୟ କରିବାଲାଗି ଉଦ୍ୟମ କରାଯାଉଥିବା କଥା ସୁବାସ କହିଛନ୍ତି ।
ତେବେ ନିଃସ୍ଵାର୍ଥପର ଭାବେ ଦିନ ରାତି ଲୋକଙ୍କ ସେବାରେ ନିୟୋଜିତ ଥିବା ଏ ଭଳି ସଂଗଠନକୁ ଯେତେ ପ୍ରସଂସ । କଲେ ମଧ୍ୟ କମ ହେବ ନିଶ୍ଚୟ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories