ଜନ୍ମ ଦିନ ଭୋଜି ହେଲା କାଳ, ଡ୍ୟାମରେ ବୁଡ଼ି ଯୁବକ ମୃତ

Udaya_Labanya | June 7, 2021 | 141 views |0 | Uncategorized


ଫୁଲବାଣୀ- (ସୁନୀଲ ପଟନାୟକ)
ଜନ୍ମଦିନ ଭୋଜି ହେଲା କାଳ l ଲକଡାଉନ ସତ୍ତ୍ଵେ ସାଙ୍ଗସାଥିଙ୍କ ମେଳରେ ଜନ୍ମ ଦିନ ମନାଇବା ଲାଗି ବାଲିଗୁଡ଼ା ନିକଟସ୍ଥ ପେନା କେତ। ଡ୍ୟାମ କୁ ଯାଇଥିଲେ ରୁ ପେଶ ପାତ୍ର।
ତେବେ ଡ୍ୟାମକୁ ଗାଧେଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ିଯିବା ଫଳରେ ରୁ ପେଶ ମୃତ୍ୟୁବରଣ କରିଥିଲେ । ଏହି ଖବର ଜଣାପଡିବା ପରେ ବାଲିଗୁଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ରୁପେଶବାଲିଗୁଡ଼ାର ଜଣେ ଜଣାଶୁଣା ବ୍ୟବସାୟୀ ରବି ପାତ୍ରଙ୍କ ପୁଅ ବୋଲି ଜଣାପଡିଛି ।
ଆଜି ସୋମବାରବାଲିଗୁଡ଼ା ଟାଉନ୍ ର ଚାରି ଜଣ ପିଲା ଜନ୍ମ ଦିନ ମନାଇବାକୁ ନିକଟସ୍ଥ ପେନାଖେତl ଡେମ କୁ ଯାଇଥିଲେ ଆଉ ମିଳି ମିଶି ପାର୍ଟି ମନାଇ ଗାଧୋଉ ଥିବାବେଳେ ପାତ୍ର ସାହିର ବିଶିଷ୍ଟ ବ୍ୟବସାୟୀ ରବି ପାତ୍ର ଙ୍କ ପୁଅ ରୁପେଶ ପାତ୍ର ଅସାବଧାନତା ଯୋଗୁପାଣିରେ ବୁଡ଼ି ଯାଇଥିଲେ l ଘଟଣା ସ୍ଥଳରେ ମଦ ବୋତଲ ସାଙ୍ଗକୁ କିଛି ଖାଦ୍ୟ ମଧ୍ୟ ଏଣେତେଣେପଡ଼ିଥିବା ଦେଖିବାକୁ ମିଳିଛି । l ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରି ମେଡକାଲ ରେ ଭର୍ତ୍ତୀ କରିଥିଲେ ହେଲେ ଡାକ୍ତର
ରୂପେଶଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡ଼ାପୋଲିସ୍ ଘଟଣାରତଦନ୍ତ କରୁଛି l

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories