ଚାଷୀଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ ଓ ଓରମାସ ,ଫୁଲବାଣୀରେ ଓରମାସ ପକ୍ଷରୁ ଆମ୍ବ ପସରା

Udaya_Labanya | June 16, 2021 | 20 views |0 | Breaking News

ଫୁଲବାଣୀ-(ସୁନୀଲପଟନାୟକ)
କ ନ୍ଧମାଳ ଜିଲ୍ଲା ର ଆମ୍ବଚାଷୀମାନଙ୍କ ବଗିଚାର ଉତ୍ପାଦିତ ଭଳିକି ଭଳିକି ମିଠା ରସାଳ ଆମ୍ବର ପସରା ମେଲିଛି ଫୁଲବାଣୀ ସହରରେ । ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହାୟତାରେ ଗତ ୧୪ ତାରିଖରୁ ଫୁଲବାଣୀ ସହର ରଗୋପବନ୍ଧୁ ମାର୍ଗରେ ଖୋଲିଛି ଓଏହି ଆମ୍ବ ପସରା ଆସନ୍ତା ୨୩ ଯାଏ ଦୀର୍ଘ ୧୦ଦିନ ଯାଏ ଚାଲିବା ।ଏଠାରେ କମ ମୁଲ୍ୟରେ ଦଶାରୀ, ଆମ୍ରପଲି, ସୁନ୍ଦରି , ବାଇଗଣ ପଲାଇ,ଆଖୁରସ , କଲମୀ ଆଦି ଭଳିକି ଭଳି ସୁଆଦିଆ ଆମ୍ବ ବିକ୍ରି ହେଉଛି । କମ ମୂଲ୍ୟରେ ଭଲ ଭଲ ଭେରାଇଟିର ଆମ୍ବ ପାଖରେ ପାଇ ଗାହକ ଯେମିତି ଖୁସ ଚାଷୀମଧ୍ଯ ଆମ୍ବର ଉପଯୁକ୍ତ ମୂଲ୍ୟ ପାଇ ଖୁବ୍ ଖୁସି।
କରେ । ନା ଲକଡାଉନ ଯୋଗୁଁଗାଡି ମଟ ଯାଆସ କରୁ ନ ଥିବା ରୁ ଚାଷୀମାନେ ଗାଁରେ ହିଁ ୮/୧୦ଟଙ୍କା କିଲେ । ପିଛାଆମ୍ବ ବିକ୍ରିକରି କ୍ଷତି ସହୁଥିଲେ । ଏହାକୁ ଦୃଷ୍ଟିରେ ରଖି ଚାଷୀମାନେ ଯେପରି ଉପଯୁକ୍ତ ମୂଲ୍ୟ ପାଇବେ ସେଥିପାଇଁ ଓ ରମାସ ଏହି ବିକ୍ରୟ ବ୍ୟବସ୍ଥା କରିଥିବା ଓର ମାସ ଅଧିକାରି କୁମାର ଆଙ୍କିତ କହିଛନ୍ତି । କରୋନା ମହାମାରୀ ସଙ୍କଟ ସମୟରେଅର ମାସ ଚାଷୀମାନଙ୍କୁ ସହଯୋଗ ର ହାତ ବଢ଼ାଇଥିବା ରୁ ଚାଷୀ ଓ ସହରବାସୀ ବେଶ ପ୍ରସଂସା କରିଛନ୍ତି ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories