କୋଭିଡ ନିୟମ ଉଲଘଂନ: ବିନା ସାମାଜିକ ଦୂରତାରେ ବିଧବା ଦିବସ ପାଳନ

Udaya_Labanya | June 25, 2021 | 17 views |0 | Breaking News


ବାଲିଗୁଡ଼ା,୨୫/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ କୋଭିଡ ନିୟମକୁ ଉଲ୍ଲଂଘନ କରି କିଭଳି ଗୋଟିଏ କୋଠରୀ ରେ ବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ଏକାଠି ବସାଇ ବୈଠକ କରିବା କୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି । ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ, ତୁମୁଡ଼ିବନ୍ଧ ସମେତ ବିଭିନ୍ନ ପଞ୍ଚାୟତ ରେ ବିଡ଼ିଓ ରୀନା ପ୍ରଧାନ, ଜିପିଓ ଭୀମସେନ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଘ୍ନେଶ୍ୱର ଦିଗାଲ ମିଳିତ ଭାବେ ଏହି ବୈଠକ ରେ ସାମିଲ ହୋଇଥିଲେ। ଦେଶରେ କରୋନା ମହାମାରୀ କୁ ନେଇ ଚିନ୍ତିତ ଥିବା ବେଳେ ଏହି ସଂକ୍ରମଣ କୁ ରୋକିବା ପାଇଁ ସରକାର ଗାଇଡ ଲାଇନ କରି ବିନା କାମ ରେ ଘରୁ ନ ବାହାରିବା, ଡବଲ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ ର ଏଭଳି ନିୟମ ଉଲଘଂନ କୁ ବୁଦ୍ଧିଜିବୀ ମହଲ ରେ ତୀବ୍ର ନିନ୍ଦା କରାଯାଇଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories