ନା ବାଳିକା ବିବାହ ରୋକିଲା ପ୍ରଶାସନ ଓ ଚାଇଲଡ ଲାଇନ

Udaya_Labanya | June 29, 2021 | 30 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )
ସୋମବାର ୨୮.୦୬.୨୦୨୧ ରିଖ ଦିନ ସିଡ଼ି ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ, ବାଲିଗୁଡ଼ା ଶ୍ରୀମତୀ ଅନୀତା ଦାସ ଙ୍କ ନେତୃତ୍ବରେ ସୁପରଭାଇଜର ଶ୍ରୀମତୀ ମଞ୍ଜୁଲତା ବେହେରା,ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଚାଇଲ୍ଡଲାଇନ୍ ଟିମ୍ ଚିକୁନ୍ କୁମାର ପ୍ରଧାନ ଓ ସୁପ୍ରଭା ନାୟକ ଙ୍କ ସହ ମିଳିତଭାବେ ବାଲିଗୁଡା ଥାନା କର୍ମଚାରୀଙ୍କ ସହଯୋଗରେ ବାଲିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ବାଟାଗୁଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ସତର ବର୍ଷୀୟା ନାବାଳିକାର ବିବାହ ବନ୍ଦ କରାଯା ଇଛି ।
ସୁଚନା ଅନୁସାରେ ନାବାଳିକାର ବିବାହ ଫିରିଙ୍ଗିଆ ଥାନା ଅଞ୍ଚଳରେ ହେବାର ଥିଲା ଏବଂ ଦିନବେଳା ଗ୍ରାମବାସୀ ଓ ବନ୍ଧୁବାନ୍ଧବ ଭୋଜିଖାଇସାରିଥିଲେ ଏବଂ ସଂଧ୍ୟା ସମୟରେ ଝୀଅ ବିଦା ହେବାର ଥିଲା ଏହି ସମୟରେ ପ୍ରଶାସନର ମିଳିତ ଟିମ୍ ପହଞ୍ଚି ବିବାହକୁ ବେଆଇନ ଘୋଷଣା କରିଥିଲେ ଏବଂ ନାବାଳିକା ଓ ତାର ପିତାମାତାଙ୍କୁ କାଉନସେଲିଂ ଓ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରଥଲେ। ଏହାପରେ ନାବାଳିକାର ପିତାମାତା ସହମତି ହୋଇଥିଲେ ଓ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ। ଏହାପରେ ସିଡ଼ି ପିଓଙ୍କ ତରଫରୁ ବାଲିଗୁଡା ଥାନାରେଏକ କେଶଦl ଏର କରାଯାଇଥିଲା ଏବଂ ଭର୍ଚ୍ଚୁଆଲରେ ଶିଶୁମଙ୍ଗଳ କମିଟିରେ ହାଜର କରାଯlଇ ପରିବାରକୁହସ୍ତାନ୍ତର କରା ଯାଇଥିଲା।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories