ଅସୁସ୍ଥ ଯୁବତୀକୁ ଚିକିତ୍ସା ପାଇଁ ଏମସ ନେଲା ଟିମ ହ୍ୟୁମାନିଟି

Udaya_Labanya | June 30, 2021 | 25 views |0 | Breaking News


ଫୁଲବାଣୀ- (ସୁନୀଲ ପଟନାୟକ)
ଅସୁସ୍ଥ ଯୁବତୀର ଚିକିତ୍ସା ପାଇଁ ଏମସ ନେଲା ଟି ମହ୍ୟୁମାନିଟି ।
ଫିରିଙ୍ଗିଆ ବ୍ଲକ ବରପଡା ଗ୍ରାମରଦାମ ସାହାଣୀଙ୍କ ଝିଅ ସୋନାଲି ସାହାଣୀ୨୧ ଗତ ଫେବୃଆରୀ 5 ତାରିଖରେ କୌଣସି ଏକ କIରଣ ରୁ ଶରୀରରେ ନିଆଲଗି ପ୍ରାୟ 40 ଭାଗ ପୋଡ଼ିଯାଇଥିଲା ସେହି ସମୟରେ ଦାମ ସାହାଣୀ ଗୁରୁତର ଅବସ୍ଥାରେଝିଅକୁ ପ୍ରଥମେ ଫୁଲବାଣୀ ଓ ତାପରେ ବ୍ରହ୍ମପୁର ଓ ପରେ କଟକ ନେଇ ଚିକିତ୍ସା କରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ କରିବାକୁ କହିବାରୁ ଅର୍ଥ ଅଭାବ ଯୋଗୁ ଘରକୁ ନେଇଆସିଥିଲେ ଏମିତି ରେ 2 ମାସ ବିତିଯାଇଥିଲା କୌଣସି ସୂତ୍ରରୁ ଟିମ୍ ହ୍ୟୁମାନୀଟି କନ୍ଧମାଳକୁଏ ବିଷୟରେ ଅ ଜଣାଇଥିଲେ ।ଖବର ପାଇବାପରେ ଟିମ୍ ର ସଦସ୍ୟ ତାଙ୍କ ବାସଭବନ ରେ ପହଂଚି ଆଲୋଚନା କରିବା ସହିତ ସୋନାଲିଙ୍କ ଚିକିତ୍ସା କରାଇବାକୁ ପ୍ରତିଶୃତି ଦେଇଥିଲେ ଯେତେବେଳ ଯାଇଁ ତାଙ୍କୁ କୌଣସି ମେଡିକାଲ ରେ ଭର୍ତି କରାଯାଇନାହିଁ ସେଦିନ ପର୍ଯ୍ୟନ୍ତ ଯାହା ଔଷଧ ଦରକାର ପଡିବ ଯୋଗାଇ ଦେଇଥିଲେ ଓ ମଙ୍ଗଳବାର ପ୍ରଥମେ ଫୁଲବାଣୀ ହସ୍ପିଟାଲ ରେ ଭର୍ତି କରାଇଥିଲେ ଓ ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଇଛନ୍ତି ଓ ପରବର୍ତୀ ଚିକିତ୍ସା ଏମ୍ସ ହସ୍ପିଟାଲ ରେ କରାଯିବ ବୋଲି ଟିମ ହ୍ୟୁମାନିଟି ପକ୍ଷରୁ କୁହାଯାଇଛି।
ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ଵରେ ସଦସ୍ୟଭି ଲୋକନାଥ ରାଜୁ ପ୍ରଫୁଲ୍ଲ ପୃଷ୍ଟି, ହିମାଂଶୁ ନାୟକ, ଅନୁପପାତ୍ର ପ୍ରମୁଖ ସୋନାଲିକୁ ନେଇ ଭୁବେନଶ୍ଵରସ୍ଥିତ ଏମ.ସରେ ଭର୍ତ୍ତିକରିଛନ୍ତି।
ଫଳରେ ସୋନାଲୀ ଙ୍କ ପରୀ ବାର ସଦସ୍ୟ ଓ ଗ୍ରାମବାସୀ ଖୁସି ଅନୁଭବ କରିବା ସହ କୃତଜ୍ଞତା ଜଣାଇଛନ୍ତି।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories