#Breaking News

ରାସ୍ତା ପାଲଟିଛି ମରଣଜନ୍ମା,ମରାମତି ଦାବୀ

ନରସିଂହପୁର ( ସୁବ୍ରତ କୁମାର ମିଶ୍ର)

ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡ଼ିହ ପଞ୍ଚାୟତ ପଞ୍ଚମା ରୁ ମାଟି ଗାଡ଼ିଆ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏଠାରେ 14ଟି ପରିବାର ବସବାସ କରନ୍ତି। ମାତ୍ର ସ୍ଥାୟୀ ରାସ୍ତା ନଥିବାରୁ ବର୍ଷା ଦିନେ ଯାତାୟାତ ଏକ ପ୍ରକାର ଠପ ହୋଇଯାଏ। ବର୍ଷା ହେଲେ ଦମକଳ କିମ୍ବା ଆମ୍ବଲାନ୍ସ ଗାଡ଼ି ଆସିପାରେ ନାହିଁ। ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହିତ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଦାବୀ ହେଉଛି।

Leave a comment

Your email address will not be published. Required fields are marked *