ବିଦେଶୀ ମଦ ଦୋକାନରୁ ଚୋରୀ

Udaya_Labanya | July 4, 2021 | 10 views |0 | Breaking News


ଫୁଲ ବାଣୀ- (ସୁନୀଲପଟନାୟକ)
ଶୁକ୍ରବାର ବିଳମ୍ବିତ ରାତିରେ ଖଜୁରୀପଡାସ୍ଥିତ ବିଦେଶୀ ମଦ ଦୋକାନରୁ ଦୁବୃର୍ତ୍ତିମାନେ ତାଲା ଭାଙ୍ଗି ବିଭିନ୍ନ ଦାମୀ କ୍ରାଣ୍ଡର ପ୍ରାୟ ୧୦ ହଜାର ଟଙ୍କା ମୂଲ୍ୟର ବିଦେଶୀ ମଦ ସବୁ ଚୋରୀ କରିନେଇ ପଳାଇଛନ୍ତି ।
ସକାଳେ ଏନେଇ ଖବର ପାଇବାପରେ ଦୋକାନ ମାଲିକ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୭୫/୨୧ରେ ମାମଲା ରୁଜ୍ଜୁ କରି ବା ସହ, ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଥାନା ଅଧିକାରିରମାକାନ୍ତ ପାତ୍ର, ଏସଆଇ ଉଦ୍ଧବ ଜାନୀ ପ୍ରମୁଖ ଙ୍କ ସମେତ ଅବକାରୀ ବିଭାଗ ଅଧିକାରୀ ଡଗସ୍କ୍ବାର୍ଡ ନେଇ ତଦନ୍ତ ଯୋରସୋରରେ ଚଳାଇଛନ୍ତି ।
ତେବେ ଦୁବୁର୍ତ୍ତ ମାନଙ୍କର ପତ୍ତା ମିଳିନି ଏଯାଏ । ପୋଲିସର କଡ଼ାପେଟ୍ରୋଲିଙ୍ଗ ସତ୍ତ୍ୱେ ଦୁର୍ବୁର୍ତ୍ତ ମାନେ କିଭଳି ତାଲା ଭାଙ୍ଗି ଚୋରୀ ହେଲା ତ।କୁ ନେଇ ଉଠିଛି ପ୍ରଶ୍ନ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories