ରାଇକିଆ ବନ ବିଭାଗ ରେ ଜଂରେ ୭୨ତମ ବନମହ 6ତ୍ସ। ବ ଅବସରରେ ବ୍ୟାପକ ବୃକ୍ଷରୋପଣ

Udaya_Labanya | July 4, 2021 | 15 views |0 | Breaking News


ଫୁଲବାଣୀ- (ସୁନୀଲ ପଟନାୟକ)
ଫୁଲବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ରାଇକିଆ ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।
ଏହି ଅବସରରେ ରେ ଜଂଅଧିନ ଲଣ୍ଡିକିଆ ଓ ବକଡ଼ମାହା ବନ ସଂରକ୍ଷଣ ସମିତି ଅଧୀନରେ ଥିବା ଜଙ୍ଗଲ ଓ ଅଗ୍ନିଶମ ବିଭାଗ କାର୍ଯ୍ୟ।ଳୟ ରେ ବିଭିନ୍ନ କିସମର ବୃକ୍ଷ ସବୁ ରୋପଣ କରାଯାଇଥିଲା।
ଏହି ଅବସରରେ ରେ ଜଂ ଅଫିସର ସୁନୀଲ କୁମାର ସାହୁ ଙ୍କ ପ୍ରତକ୍ଷ ତତ୍ତ୍ଵ । ବଧାନରେ ଅନୁଷ୍ଠିତ ବୃକ୍ଷରୋପଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବନ ସୁରକ୍ଷା ସମିତି ସଦସ୍ୟ, ଗ୍ରାମବାସୀ, ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ କୃକ୍ଷରୋପଣ କରିବାଲାଗି ପରାମର୍ଶ ଦେଇଥିଲେ ।
ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହିବନମ6ହ।ତ୍ସବ କାର୍ଯ୍ୟକ୍ରମ ଅବସରରେ ରେ ଜଂ ଅଧିନରେ ବିଭିନ୍ନ ଗ୍ରାମ ।ଞ୍ଚଳରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନ କରାଯିବା ସହ ବ୍ୟାପକ ଔଷଧୀୟ ବୃକ୍ଷସମେତ ଅନ୍ୟାନ୍ୟ ବୃକ୍ଷ ଚାରା ରୋପଣ କରାଯିବ ବୋଲି ରାଇକିଆ ରେ ଜଂର ସୁନୀଲ କୁମାର ସାହୁ କହିଛନ୍ତି ।
ବିଶେଷକରି ସଂପୃକ୍ତ ରେଞ୍ଜ ଅଧିନରେ ଲୋକମାନେ ଜଙ୍ଗଲ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷାକରିବା ନେଇ ସଚେତନ ଥିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବା ଫଳରେ ରେଜଂଅଧିନରେ ପୁର୍ବ । ପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କୁହାଯାଉଛି।
ଏଥିରେ ଯୁବ ରେ ଜଂର ସୁନୀଲ ସାହୁ ,ବନ ପାଳ ଓ ବନରକ୍ଷୀ ପ୍ରମୁଖ ଙ୍କ ନିଷ୍ଠା ଓ ଆନ୍ତରୀକତା ସାଙ୍ଗକୁ କାର୍ଯ୍ୟଦକ୍ଷତା ଯୋଗୁଁ ଜଙ୍ଗଲ ବୃଦ୍ଧି ପାଇଥିବା ସାଙ୍ଗକୁ ବନ୍ୟପ୍ରାଣୀଙ୍କ ମଧ୍ୟ ସୁରକ୍ଷା ହୋଇପାରିଥିବାଜଣାପଡିଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories