ପୁର୍ତ୍ତ ବିଭାଗର ମନମାନୀ ,ଘରେ ପାଣି ପଶିଲା

Udaya_Labanya | July 5, 2021 | 28 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟନାୟକ )
ପୁର୍ତ୍ତ ବିଭାଗର ମନ ମାନୀ, ଚରମ ଅବହେଳା,6 ବପରୁଆମନୋଭାବ ଯୋଗୁଗତକାଲି ର ସାମାନ୍ୟ ବର୍ଷାରେ ରାସ୍ତାରେ ଦୁଇଫୁଟପାଣି ପ୍ରବାହିତ ହେବା ସହ କିଛି ଲୋକଙ୍କ ଘର ଭିତରେ ପାଣି ପଶିଯାଇଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ଆଗକୁ ବର୍ଷାଦିନ। ସେତେବେଳେ କଣ ହେବ କିପରି ରହିବେ ସେ ଚିନ୍ତାରେ ସାହି ବାସିନ୍ଦା।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଷ୍ଟ୍ରପଡ଼ା ସୁନା ମିଶ୍ର ସାହି ରୋ
ଫିସରିବାଉଣ୍ଡରି ଭିତ6ର ଥିବା ଭଙ୍ଗାନାଳରେ ପ୍ରବଳ ପାଣି ଆସି ନିଷ୍କାସିତ ନ ହୋଇପାରି
ଲୋକଙ୍କ ଘରେ ପାଣି ପଶିଥିବା ଦେଖାଯାଇଥିଲା
ହେଲେ ପୂର୍ବରୁ ଏଭଳି ସ୍ଥିତି ହେବାରୁ ପୁର୍ତ୍ତ ବିଭାଗ ପକ୍ଷରୁ ଏକ କଲଭର୍ଟ କରାଯାଇଥିଲା
ହେଲେ ତାକୁ ଏବେ ପୁଣି ବନ୍ଦକରି ଦେଇ ସେହି ପାଣିକୁଫିସରି ଟ୍ୟାଙ୍କକୁ ଛାଡ଼ିଦେଲେ ଫଳରେ ଟ୍ୟାଙ୍କ ର୍ ପାଣି ନିଷ୍କାସିତ ନ ହେବା ଫଳରେ ସାହିକୁ ମାଡିଆସି ଲୋକଙ୍କ ଘରେ ପଶିଯାଉଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି ।
ହେଲେ ନେଇ ଅଭିଯୋଗ କଲେ ବି ପୁର୍ତ୍ତ ବିଭାଗ ଶୁଣୁ ନ ଥିବା ଅଭିଯୋଗ ହେଉଛି । ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସାର୍କୁଲାର ରୋଡରେ ନିର୍ମାଣ ଡ୍ରେନ କାମ ମଧ୍ୟ ନିମ୍ନମାନର ହେଉଥିବାରୁ ଡ୍ରେନ ସବୁ ନଷ୍ଟ ହୋଇଯାଉଛି । ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏ ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।କିଛି ଯନ୍ତ୍ରୀ ଦୀର୍ଘ ବର୍ଷ ଧରି ଏଠାରେ ରହି ଦୁର୍ନୀତି ଓପ୍ରିୟl ପ୍ରୀତି ତୋଷଣ କରୁଥିବାନେଇ ଅଭିଯୋଗ ହେବା ପରେ ଫୁଲବାଣୀ ବିଧାୟକ ଅଙ୍ଗଦ କହର ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରିବାକୁ ବିଭାଗ ର ଉଚ୍ଚ କତୃପକ୍ଷ ଙ୍କୁ ପତ୍ର ଲେଖିଥିବା ଜଣାପଡିଛି l
ଏଥି ପ୍ରତି ଜିଲ୍ଲା ପ୍ରଶାସନ, ପୁର୍ତ୍ତ ବିଭାଗନିର୍ବାହୀ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories