ବୋଲେରୋ ସହ ମୂଲ୍ୟବାନ ପଟା ଜବତ

Udaya_Labanya | July 5, 2021 | 20 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟନାୟକ) ବାଲିଗୁଡା ବନ ବିଭାଗ ଡିଭିଜନ ଅନ୍ତରିତ
କୋଟଗଡ ବନବିଭାଗ ରେ ଞ୍ଜକୁ ମିଳିଛି ବଡ଼ ସଫଳତା । ରବିବାର ବିଳମ୍ୱିତ ରାତିରେ କୌଣସି ସୁତ୍ରରୁ ଖବର ପାଇ ରେ ଜଂ ଅଫିସ ର ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ବରେ ଜଙ୍ଗଲ ବିଭାଗ ପେଟ୍ରୋଲିଙ୍ଗଟି ମ ଝରିଘାଟ ନିକଟରେ ସଜବାଜ ହୋଇ ଛ କି ବସିଥିଲା। ଏକ ବୋଲେରୋ ପିକ ଅ ପ ଗାଡି ତୁମୁଡିବନ୍ଧରୁ କୋଟଗଡ଼କୁ ଦ୍ରୁତଗତିରେ ଆସୁଥିବା ସନ୍ଦେହ କରି ଉକ୍ତ ଗାଡିକୁପିଛ । କରିଥିଲେ । କିଛି ବାଟ ପିଛା କରିବାପରେ ଡ୍ରାଇଭର ଜାଣିପାରି ହରିପୁର ନିକଟରେଗାଡି ଛାଡି ଜଙ୍ଗଲ ମଧ୍ୟ କୁ ଦଉଡି ପଳାଇଥିଲେ।
ବନ ବିଭାଗ ଗାଡିଯାଞ୍ଚ କରିବାବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ୧୦୨ ଖଣ୍ଡ କାଠ ପଟାଥିବା ଦେଖିଥିଲେ।ବନ ବିଭାଗ ଗାଡି ସହ କ।ଠପଟା ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରିଥିବା ରେ ଜଂର ବେହେରା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବନ ପାଳ ପ୍ରଭାତ ଦୋରା , ଯୋଗେଶ ଧାରୁଆ .କିରଣବାଳା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
ଯୁବ ରେ ଜଂର ଙ୍କ ଦକ୍ଷତା ଓ ସମୟୋଚିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇ ପାରିଥିବା କୁହାଯାଉଛି ।
.

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories