#Breaking News

କନ୍ଧମାଳରେ ପୁଣି ହାତୀ ପଲ , ଲୋକେ ଭୟଭୀତ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳରେ ପୁଣି ହାତୀପଲ। ଗତ କିଛିଦିନ ହେଲାବଣୁଆହାତୀ ଙ୍କ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି ।
ସଞ୍ଜ ନଇଁଲେ ଘରୁ ବାହାରୁନାହଁ।ନ୍ତି ଲୋକେ । ଅଭିଯୋଗ କଲେ ଜଙ୍ଗଲ ବିଭାଗ ଶୁଣୁ ନି ।
ଏ ଭଳି ଅଭିଯୋଗ ଆସିଛି ଫୁଲବାଣୀ ବନଖଣ୍ଡ ଅଧିନ ଜିଉଦୟଗିରି 6 ରଜଂ ଅନ୍ତର୍ଗତ ମୁକୁଲିଙ୍ଗି ଆ ଓ ଲଏରାଜୁ ଗ୍ରାମରୁ, I
ପଡୋଶୀ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ଅଞ୍ଚଳରୁ ୧୬ଟି କିଆ ହାତୀପଲ ଆସି ଉପଦ୍ରବ କରୁଛନ୍ତି । ଏ ସବୁ ହାତୀ ଅଞ୍ଚଳର କରାବାଡି,ପେନ ।ଲା, ଲାମ୍ବା କୁପା, ପୁକୁଲିଙ୍ଗି ଆ ଆଦି ଅଞ୍ଚଳର ଜଙ୍ଗଲ ଭିତରେ ରହି ରାଜ ଚଳାଇଛନ୍ତି। ଧାନ ତଳି ନଷ୍ଟ କରିବା ସହ କଦଳୀଗଛ ସବୁ ମଧ୍ୟ ନଷ୍ଟ କରିସାରିଲେଣି।
ଦିଉଦୟଗିରବନ ବିଭାଗ ରେ ଜଂର ମହିଳା ହୋଇଥିବ। ସହ ଫରେଷ୍ଟର ଓ ଅନ୍ୟ କର୍ମ ଚାରି ମଧ୍ୟ ମହିଳା। ଫଳରେ ଜଙ୍ଗଲ ଯାଇ ହାତୀ ଘଉଡାଇବା କାର୍ଯ୍ୟ ସେମାନଙ୍କ ପକ୍ଷେ
ଏତଟ।ସମ୍ଭବ ହେଉନଥିବା ଜଣାପଡିଛି ।
ଡିଏଫ୍ ଓ ଏଥି ପ୍ରତି ଦୃଷ୍ଟିଦେଇ ସ୍ୱତନ୍ତ୍ର ସ୍କ୍ବାର୍ଡ ପଠାଇ ହାତୀପଲ ଙ୍କୁ ଅନ୍ୟତ୍ର ଘଉଡାଇବା ପାଇଁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *