କନ୍ଧମାଳରେ ପୁଣି ହାତୀ ପଲ , ଲୋକେ ଭୟଭୀତ

Udaya_Labanya | July 6, 2021 | 43 views |0 | Breaking News


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳରେ ପୁଣି ହାତୀପଲ। ଗତ କିଛିଦିନ ହେଲାବଣୁଆହାତୀ ଙ୍କ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି ।
ସଞ୍ଜ ନଇଁଲେ ଘରୁ ବାହାରୁନାହଁ।ନ୍ତି ଲୋକେ । ଅଭିଯୋଗ କଲେ ଜଙ୍ଗଲ ବିଭାଗ ଶୁଣୁ ନି ।
ଏ ଭଳି ଅଭିଯୋଗ ଆସିଛି ଫୁଲବାଣୀ ବନଖଣ୍ଡ ଅଧିନ ଜିଉଦୟଗିରି 6 ରଜଂ ଅନ୍ତର୍ଗତ ମୁକୁଲିଙ୍ଗି ଆ ଓ ଲଏରାଜୁ ଗ୍ରାମରୁ, I
ପଡୋଶୀ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ଅଞ୍ଚଳରୁ ୧୬ଟି କିଆ ହାତୀପଲ ଆସି ଉପଦ୍ରବ କରୁଛନ୍ତି । ଏ ସବୁ ହାତୀ ଅଞ୍ଚଳର କରାବାଡି,ପେନ ।ଲା, ଲାମ୍ବା କୁପା, ପୁକୁଲିଙ୍ଗି ଆ ଆଦି ଅଞ୍ଚଳର ଜଙ୍ଗଲ ଭିତରେ ରହି ରାଜ ଚଳାଇଛନ୍ତି। ଧାନ ତଳି ନଷ୍ଟ କରିବା ସହ କଦଳୀଗଛ ସବୁ ମଧ୍ୟ ନଷ୍ଟ କରିସାରିଲେଣି।
ଦିଉଦୟଗିରବନ ବିଭାଗ ରେ ଜଂର ମହିଳା ହୋଇଥିବ। ସହ ଫରେଷ୍ଟର ଓ ଅନ୍ୟ କର୍ମ ଚାରି ମଧ୍ୟ ମହିଳା। ଫଳରେ ଜଙ୍ଗଲ ଯାଇ ହାତୀ ଘଉଡାଇବା କାର୍ଯ୍ୟ ସେମାନଙ୍କ ପକ୍ଷେ
ଏତଟ।ସମ୍ଭବ ହେଉନଥିବା ଜଣାପଡିଛି ।
ଡିଏଫ୍ ଓ ଏଥି ପ୍ରତି ଦୃଷ୍ଟିଦେଇ ସ୍ୱତନ୍ତ୍ର ସ୍କ୍ବାର୍ଡ ପଠାଇ ହାତୀପଲ ଙ୍କୁ ଅନ୍ୟତ୍ର ଘଉଡାଇବା ପାଇଁ ଦାବୀ ହେଉଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories