ଅଚିନ୍ହା ଵ୍ୟକ୍ତି ର ଶବ ଉଦ୍ଧାର, ହତ୍ୟା ସନ୍ଦେହ

Udaya_Labanya | July 8, 2021 | 8 views |0 | Breaking News

.
ଫୁଲବାଣୀ -(ସୁନୀଲ ପଟନାୟକ )
ଗୁରୁବାର ଫୁଲବାଣୀ ସହର ନିକଟ ୠଜଂଗୀ ସ୍ଥିତ ପେଟ୍ରୋଲ ପମ୍ପ ସମୁଖରେ ଥିବା ଏକ କୋଠା ଘର ଛାତ ଉପରେ ଜଣେ ଅଚିନ୍ହା ଵ୍ୟକ୍ତି ର ଶବ ଜବତ କରିଛି ପୋଲିସ l
ମୃତକ ଜଣକ ଜ଼ିଲା ବାହାର ର ବୋଲି ଜଣାପଡିଛି l
ଵ୍ୟକ୍ତି ଜଣକ କିଏ ଓ କେଁଉ ପରିସ୍ଥିତି ରେ ଛାତ ଉପରେ ମୃତ୍ଯୁ ହେଲା ତାର ତଦନ୍ତ କରୁଛି ସଦର ପୋଲିସ l
ଵ୍ୟକ୍ତି ଜଣକୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛି ଜଣାପଡ଼ିନଥିଲେ ବି ଶବ ବ୍ୟବଛେଦ ପରେ ମୃତ୍ଯୁ ର କlରଣ ସ୍ପଷ୍ଟ ହୋଇଯିବ ବୋଲି ସଦର ପୋଲିସ କହିଛି l
ପୋଲିସ ମୃତକ ନିକଟରୁ ଆଧାର କାର୍ଡ, ଏ ଟି ଏମ କାର୍ଡ ଆଦି ଜବତ କରିଛି l ସେସବୁ ଯାଞ୍ଚ ପରେ ପ୍ରକୃତ ପରିଚୟ ଜଣାପଡିବ l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 19 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories