#Breaking News

ଅଚିନ୍ହା ଵ୍ୟକ୍ତି ର ଶବ ଉଦ୍ଧାର, ହତ୍ୟା ସନ୍ଦେହ

.
ଫୁଲବାଣୀ -(ସୁନୀଲ ପଟନାୟକ )
ଗୁରୁବାର ଫୁଲବାଣୀ ସହର ନିକଟ ୠଜଂଗୀ ସ୍ଥିତ ପେଟ୍ରୋଲ ପମ୍ପ ସମୁଖରେ ଥିବା ଏକ କୋଠା ଘର ଛାତ ଉପରେ ଜଣେ ଅଚିନ୍ହା ଵ୍ୟକ୍ତି ର ଶବ ଜବତ କରିଛି ପୋଲିସ l
ମୃତକ ଜଣକ ଜ଼ିଲା ବାହାର ର ବୋଲି ଜଣାପଡିଛି l
ଵ୍ୟକ୍ତି ଜଣକ କିଏ ଓ କେଁଉ ପରିସ୍ଥିତି ରେ ଛାତ ଉପରେ ମୃତ୍ଯୁ ହେଲା ତାର ତଦନ୍ତ କରୁଛି ସଦର ପୋଲିସ l
ଵ୍ୟକ୍ତି ଜଣକୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛି ଜଣାପଡ଼ିନଥିଲେ ବି ଶବ ବ୍ୟବଛେଦ ପରେ ମୃତ୍ଯୁ ର କlରଣ ସ୍ପଷ୍ଟ ହୋଇଯିବ ବୋଲି ସଦର ପୋଲିସ କହିଛି l
ପୋଲିସ ମୃତକ ନିକଟରୁ ଆଧାର କାର୍ଡ, ଏ ଟି ଏମ କାର୍ଡ ଆଦି ଜବତ କରିଛି l ସେସବୁ ଯାଞ୍ଚ ପରେ ପ୍ରକୃତ ପରିଚୟ ଜଣାପଡିବ l

Leave a comment

Your email address will not be published. Required fields are marked *