#Breaking News

ଅନ୍ତେବାସୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ


ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ବ୍ଲକ ର ଜାମଝର ଗ୍ରାମରେ ଆନାଥ ଆଶ୍ରମରେ “”ଆପଣ ଏକା ନୁହଁନ୍ତି ପାଉଣ୍ଡସେନ “”ତରପରୁ ଆଶ୍ରମରେ ରହୁଥିବା 40ଜଣ କୁନି କୁନି ପିଲାମାନଙ୍କୁ ଖାତା, ପେନ,ପେନସିଲ,ରବର,ବିସ୍କୁଟ,ଏବଂ ରନ୍ଧା ଖାଦ୍ୟ ଦିଆଯାଇଥିଲା,ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ବିଜୟ ପ୍ରଧାନ ଆପଣଙ୍କ ଏକା ନୁହଁନ୍ତି ଫା ଉଣ୍ଡସେନ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଫା ଉଣ୍ଡସେନରେ ସଦସ୍ୟ ବୁଲୁ ମଲିକ,ପ୍ରଣବ କୁମାର ବେହେରା, ସ୍ୱଧୀନ ବେହେରା, ପ୍ରତାପ ନାୟକ, ବିଭୁତିନାୟକପ୍ରମୁଖ ଉପସ୍ଥିତ ଥିଲେl

Leave a comment

Your email address will not be published. Required fields are marked *