ଅନ୍ତେବାସୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ

Udaya_Labanya | July 8, 2021 | 21 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ବ୍ଲକ ର ଜାମଝର ଗ୍ରାମରେ ଆନାଥ ଆଶ୍ରମରେ “”ଆପଣ ଏକା ନୁହଁନ୍ତି ପାଉଣ୍ଡସେନ “”ତରପରୁ ଆଶ୍ରମରେ ରହୁଥିବା 40ଜଣ କୁନି କୁନି ପିଲାମାନଙ୍କୁ ଖାତା, ପେନ,ପେନସିଲ,ରବର,ବିସ୍କୁଟ,ଏବଂ ରନ୍ଧା ଖାଦ୍ୟ ଦିଆଯାଇଥିଲା,ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ବିଜୟ ପ୍ରଧାନ ଆପଣଙ୍କ ଏକା ନୁହଁନ୍ତି ଫା ଉଣ୍ଡସେନ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଫା ଉଣ୍ଡସେନରେ ସଦସ୍ୟ ବୁଲୁ ମଲିକ,ପ୍ରଣବ କୁମାର ବେହେରା, ସ୍ୱଧୀନ ବେହେରା, ପ୍ରତାପ ନାୟକ, ବିଭୁତିନାୟକପ୍ରମୁଖ ଉପସ୍ଥିତ ଥିଲେl

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories