#Breaking News

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ସମ୍ମୁଖରେ ଆଜି କଂଗ୍ରସ ପକ୍ଷରୁ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ, ଖାଇବା ତେଲ, ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରିବା ସହ ବିକ୍ଷୋଭ, ପ୍ରଦର୍ଶନ କରାଯାଇଥିଲା।
ଏଥିରେ ଚକାପାଦ ବ୍ଲକ ସଭାପତି ହରିଶ ଚନ୍ଦ୍ର କହଁର, ଉପସଭାପତି ଦେବିଦତ୍ତ ନାୟକ, ପୂର୍ବତନ ବିଧାୟିକା ଶ୍ରୀମତି ଅଜୟନ୍ତି ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀ ସନ୍ତୋଷ ପଟନାୟକ, ଏ ସି ସେଲ ବ୍ଲକ ସଭାପତି ସଂଜିତ କୁମାର ନାୟକ, ଆଇ, ଏନ ଟି ୟୁ ସି ଯୁବ ଜିଲ୍ଲା ସେକ୍ରେଟାରୀ ସୁଦାମ ବେହେରା, କୁସୁମେଣ୍ଡି ପଞ୍ଚାୟତ ସଭାପତି କାଳିଆ କହର, କୁସୁମେଣ୍ଡି ଉପସଭାପତି ପ୍ରଭାତ ମଳିକ, କୁସୁମେଣ୍ଡି ପଞ୍ଚାୟତ ସେକ୍ରେଟାରୀ ନାରାୟଣ ବେହେରା, ସମ୍ପଦ ନାୟକ, ସୁଦାମ କହର, ସୁଶାନ୍ତ ମଳିକ, ପ୍ରଶାନ୍ତ ନାୟକ, କେଶବ ନାୟକ, ମହେଶ୍ୱର ସାହୁ, କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, ଦେବିଦତ ନାୟକ ଦର ବୃଦ୍ଧି ଉପରେ ବିଜେପି ଓ ବିଜେଡି କୁ ଟାର୍ଗେଟ କରି ନାରା ଦେଇଥିଲେ, ଦେଵିଦତ୍ତ୍ୱ ନାୟକ ଓ ସନ୍ତୋଷ ପଟନାୟକ ଙ୍କ ନେତୃତ୍ୱରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, l

Leave a comment

Your email address will not be published. Required fields are marked *