#Breaking News

ଚତୁର୍ଦ୍ଧାମୂର୍ତ୍ତି ବିଜେକଲେ ଆଡପମଣ୍ଡପକୁ


ପୁରୀ(ଉଲାପ୍ର)ଆଜି ସନ୍ଧ୍ୟାରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଆଡପମଣ୍ଡପ କୁ,ପ୍ରଥମେ ଗୋଟି ପହଣ୍ଡିରେ ସୁଦର୍ଶନ ଆଡପମଣ୍ଡପ କୁ ବିଜେ କରିଥିବା ବେଳେ ପରେପରେ ବଳଭଦ୍ର,ଦେବୀ ସୁଭଦ୍ରା ଓ ଜଗନ୍ନାଥ ଙ୍କୁ ପହଣ୍ଡି କରାଯାଇ ଆଡପମଣ୍ଡପ ବିଜେ କରିଛନ୍ତି,ଗୁଣ୍ଡିଚା ମନ୍ଦିରକୁ ସୁନ୍ଦର ଲାଇଟ ଦ୍ୱାରା ସୁଶୋଜିତ କରାଯାଇଛି,ଆସନ୍ତାକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ହେବବୋଲି ଜଣାପଡିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *