କନ୍ଧମାଳରେ ଓଡ଼ିଶାବନ୍ଦ ଆଂଶିକ ସଫଳ
ଫୁଲବାଣୀ -(ସୁନୀଲ ପଟନାୟକ )
ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର୬, ଘଣ୍ଟିଆ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ର ଅ।ଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳରେ । ଫୁଲ ବାଣୀରେ ଗାଡି ମଟର ଚଳାଚଳ ବନ୍ଦ ଥିବାବେଳେ ପ୍ରାୟ ଦୋକାନବଜାର ,ହେ ଟେଲ, ସରକାରୀ ଅଫିସ୍ ବ୍ୟାଙ୍କ ଆଦି ସ୍ୱାଭାବିକଭାବେ ଚାଲିଥିଲା।
ସେହିପରି ଜିଲ୍ଲାର ବାଲିଗୁଡ଼ା, କ’ନୂଆଗାଁ, ଦାରିଙ୍ଗବାଡି। ବ୍ରାହ୍ମଣୀଗାଁ, କୋଟଗଡ଼, ତୁମୁଡିବନ୍ଧ ଆଦି କେତେକ ବୁକ ଅଞ୍ଚଳରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା।
ବାମପନ୍ଥୀ ଦଳପକ୍ଷରୁ ଦିଆଯାଇଥିବା.ଏହି ଓଡିଶା ବନ୍ଦ ଡାକର । କୁ ବନବାସୀ ସୁରକ୍ଷା ପରିଷଦ ଓ ଚାଷୀମୁଲିଆ ସଂଗଠନ ଜିଲ୍ଲାରେ ସମର୍ଥନ ଦେଇଥିଲେ ବି ବନ୍ଦ ସଫଳ ହୋଇନଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































