କନ୍ଧମାଳରେ ଓଡ଼ିଶାବନ୍ଦ ଆଂଶିକ ସଫଳ

Udaya_Labanya | July 15, 2021 | 15 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )
ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର୬, ଘଣ୍ଟିଆ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ର ଅ।ଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳରେ । ଫୁଲ ବାଣୀରେ ଗାଡି ମଟର ଚଳାଚଳ ବନ୍ଦ ଥିବାବେଳେ ପ୍ରାୟ ଦୋକାନବଜାର ,ହେ ଟେଲ, ସରକାରୀ ଅଫିସ୍ ବ୍ୟାଙ୍କ ଆଦି ସ୍ୱାଭାବିକଭାବେ ଚାଲିଥିଲା।
ସେହିପରି ଜିଲ୍ଲାର ବାଲିଗୁଡ଼ା, କ’ନୂଆଗାଁ, ଦାରିଙ୍ଗବାଡି। ବ୍ରାହ୍ମଣୀଗାଁ, କୋଟଗଡ଼, ତୁମୁଡିବନ୍ଧ ଆଦି କେତେକ ବୁକ ଅଞ୍ଚଳରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା।
ବାମପନ୍ଥୀ ଦଳପକ୍ଷରୁ ଦିଆଯାଇଥିବା.ଏହି ଓଡିଶା ବନ୍ଦ ଡାକର । କୁ ବନବାସୀ ସୁରକ୍ଷା ପରିଷଦ ଓ ଚାଷୀମୁଲିଆ ସଂଗଠନ ଜିଲ୍ଲାରେ ସମର୍ଥନ ଦେଇଥିଲେ ବି ବନ୍ଦ ସଫଳ ହୋଇନଥିଲା।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories