ରାଇକିଆ ଓ ଦାରିଙ୍ଗବାଡି ବିଡିଓଙ୍କ ବଦଳି

Udaya_Labanya | July 17, 2021 | 92 views |0 | Breaking News


କନ୍ଧମାଳ ଜିଲ୍ଲାରରାଇକିଆ ଓ ଦାରିଙ୍ଗବାଡି ବିଡି ଓ ଙ୍କବଦଳୀ ହୋଇଛି ।
ରାଜ୍ୟ ପଞ୍ଚାୟତରାଜ ଓପାନୀୟ ଜଳ ବିଭାଗ ଚିଠି ନମ୍ବର୧୧୨୨୫ତା ୧୬ /୭/୨୧ରେ ଜିଲ୍ଲା ର ଏହି ଦୁଇଜଣ ବିଡିଓଙ୍କବଦଳୀ ହୋଇଥିବା ଜଣା ପଡିଛି ।
ରାଇକିଆ ବ୍ଲକ୍ ବିଡିଓ ପ୍ରବୀଣ କୁମାରବାଣୁଆ ଙ୍କୁ ବରଗଡ ଜିଲ୍ଲାର ଗାଇସିଲଟ ବ୍ଳକ ବିଡିଓ ଭାବେ ବଦଳୀ ହୋଇଥିବାବେଳେ ତାଙ୍କ ସ୍ଥାନରେ ରାୟଗଡା ଟି ଆର ଓ ସ୍ମରଣୀ କା ଟୁଲୁ ଙ୍କୁ ବଦଳୀ ହୋଇଛି ।
ସେହିପରି ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ଦାରିଙ୍ଗବାଡି ବିଡିଓ ଭାବେ ଏହି ନିର୍ଦ୍ଦେଶନାମାରେବଦଳୀ ହୋଇଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories