#Breaking News

ରାଇକିଆ ଓ ଦାରିଙ୍ଗବାଡି ବିଡିଓଙ୍କ ବଦଳି


କନ୍ଧମାଳ ଜିଲ୍ଲାରରାଇକିଆ ଓ ଦାରିଙ୍ଗବାଡି ବିଡି ଓ ଙ୍କବଦଳୀ ହୋଇଛି ।
ରାଜ୍ୟ ପଞ୍ଚାୟତରାଜ ଓପାନୀୟ ଜଳ ବିଭାଗ ଚିଠି ନମ୍ବର୧୧୨୨୫ତା ୧୬ /୭/୨୧ରେ ଜିଲ୍ଲା ର ଏହି ଦୁଇଜଣ ବିଡିଓଙ୍କବଦଳୀ ହୋଇଥିବା ଜଣା ପଡିଛି ।
ରାଇକିଆ ବ୍ଲକ୍ ବିଡିଓ ପ୍ରବୀଣ କୁମାରବାଣୁଆ ଙ୍କୁ ବରଗଡ ଜିଲ୍ଲାର ଗାଇସିଲଟ ବ୍ଳକ ବିଡିଓ ଭାବେ ବଦଳୀ ହୋଇଥିବାବେଳେ ତାଙ୍କ ସ୍ଥାନରେ ରାୟଗଡା ଟି ଆର ଓ ସ୍ମରଣୀ କା ଟୁଲୁ ଙ୍କୁ ବଦଳୀ ହୋଇଛି ।
ସେହିପରି ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ଦାରିଙ୍ଗବାଡି ବିଡିଓ ଭାବେ ଏହି ନିର୍ଦ୍ଦେଶନାମାରେବଦଳୀ ହୋଇଛି ।

Leave a comment

Your email address will not be published. Required fields are marked *