କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ

Udaya_Labanya | July 18, 2021 | 8 views |0 | Breaking News


ବରଗଡ଼:- ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲ ର ଇନ୍ ଡୋର ଆଉଟଡୋର ସୁଟିଂ ପାଇଁ ଅନୁମତି ଦେବା ପରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ ହୋଇଛି। ଅଭିନେତା ସମ୍ୱିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ସୁସ୍ମିତା ପ୍ରଧାନ, ସହଯୋଗୀ କଳାକାର ପ୍ରଦୀପ ଦେବତା,ପିଣ୍ଟୁ ନନ୍ଦ,ଗୁଡ୍ଡୁ ବରଗଡ଼ ଜିଲ୍ଲା ର ବିଭିନ୍ନ ଲୋକେସନରେ ସୁଟିଂ ଚାଲିଛି।ନୂଆ ନିର୍ଦ୍ଦେଶକ ବାପି ଡେଭିଡ ଙ୍କ ନିର୍ଦ୍ଦେଶନାରେ ଫିଲ୍ମ୍ ର ସୁଟିଂ ଚାଲିଥିବା ସମୟରେ ପ୍ରଯୋଜକ ରମେଶ ବିରିକ ଓ କେ ତମନ୍ନା,ସ°ଲାପ ଲେଖକ ଯତୀନ୍ଦ୍ର ପ୍ରଧାନ, କ୍ୟାମେରା ଅମରେଶ ଜେନା ପ୍ରମୁଖ ପରିଚାଳନା କରୁଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories